ମୁହକୁ ଚମକଦାର ଏବ glowwing କରିବାର ଉପାୟ।

odiabhaipk
0

ମୁହଁକୁ ଚମକଦାର ଏବଂ ଗ୍ଲାଉଇଂ (Glowing) କରିବାର ଉପାୟ।  

Hello friends ମୋର ଏକ ନୂଆ Short Video କୁ ଆପଣଙ୍କୁ ସ୍ଵାଗତ ଏହି ଭିଡିଓ ରେ କୋରିଆର ଲୋକଙ୍କ ଗୋଟେ secret କଥା ଟି ଆପଣାଙ୍କୁ କହିବି ଯାହାକି କାହାକୁ ଭି ଜଣା ନାହିଁ ଜାଣିଥିଲେ ସବୁ ଲୋକଙ୍କ  ମୁହଁ ଜହ୍ନ ଭଳି ଚୋମକଦାର ଏବ glowing ହୋଇଜାନ୍ତମୁହଁକୁ ଚମକଦାର ଏବ glowing କରିବା ପାଇଁ ଆପଣଙ୍କୁ କଣ କରିବାକୁ ପଡିବ? 

1st ଗୋଟେ ଜାଗାରେ  ଗୋଟେ ଲେମ୍ବୁ କୁ କାଟିକି ପକାଇ ଦିଆନ୍ତୁ ତା ପରେ ଗୋଟେ କୋଟା ଟମାଟୋ ପକାଇ ଦିଆନ୍ତୁ 3 ଚାମଚ ଚାଉଳ ପକାଇ ଦିଆନ୍ତଏହି ସବୁ କୁ ଗ୍ରିଇଣ୍ଡି କରି  ଛାଣି ଚିପୁଟି ଆଲଗା କରିଦିଅନ୍ତୁ ଏହା  ପରେ ଏହି ରଶରେ ଏକ ଚାମଚ ଦହି , ଅଧ ଚାମଚ  ହଳଦୀ ଗୁଣ୍ଡା , ଏକ ଚାମଚ ବେଶନ ପକାଇକି ମିକ୍ସ  କରି ଦିଆନ୍ତୁ।  

ଏହା ପରେ ଏହି ପଷ୍ଟେ 20mit ପଜନ୍ତ ନିଜ ମୁହଁରେ Apply କରି ଲଗାଇକି ଛାଡି ଦିଆନ୍ତୁ । 20mit ପରେ ଯେତେବେଳେ ଆପଣ ନିଜ ମୁହଁକୁ ଥଣ୍ଡା ପାଣି ରେ ସୋଫା କରିବେ ଦେଖିବେ  ଆପଙ୍କ ମୁହଁ glowing ଆଉ ଚମକଦାର ହୋଇଯାଇଥିବ ପୁରା କୋରିୟାନ ଲୋକଙ୍କ ଭଳି ଆପଣଙ୍କ ମୁହଁ ସୁନ୍ଦର ହୋଇଯିବ  

ଫ୍ରେନ୍ଡ୍‌ସ ଭିଡିଓ ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହାଲେ ଭିଡିଓ ଟିକୁ like ଆଉ share କରିଦିଆନ୍ତୁଏଭଳିକା health ଟିପ୍ସ ଭିଡିଓ ସବୁ ଦେଖିବା ପାଇଁ ଆମ ଚ୍ଯାନେଲ କୁ subscribe କରି bell ଆଇକନ କୁ on କରିଦିଆନ୍ତୁ ମୁଁ ମିଶିବି ଆପଙ୍କ ସହ ଅନିୟ ଏକ ଭିଡିଓ ରେ ରହୁଛି ନାମସ୍କର ଜୟ ଜଗନାଥ ।   



Post a Comment

0 Comments
* Please Don't Spam Here. All the Comments are Reviewed by Admin.
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !
To Top