ନମସ୍କାର! ଆପଣଙ୍କୁ ବହୁତ ବହୁତ ସ୍ୱାଗତ। bone pain , bone fractuire
ପୁରା ଶରୀରର ଢାଞ୍ଚା ଆମର ହାଡ଼ରେ ତିଆରି ହେଇଛି ତାହାଲେ ହାଡ଼ ବହୁତ ଇମ୍ପୋଟାଣ୍ଟ ପାର୍ଟ ଆମ ଶରୀର ଭିତରେ। ଯଦି ହାଡ଼ ମଜବୁତ ନ ହୁଏ ତାହାଲେ କଣ କଣ ସମସ୍ୟା ହୋଇପାରେ ।
୩ ପ୍ରକାର ସମସ୍ୟା ହୁଏ। ତିନି ପ୍ରକାର ସମସ୍ୟାରୁ ଗୋଟେ ହେଲା ଫୁଲିବା ଆଣ୍ଠୁ ଗଣ୍ଠି ଏ ଗୁଡ଼ାକ ସବୁ ଫୁଲେ। ବହୁତ ଯାଗାରେ ଆମର ଫୁଲାଫୁଲି ର ପ୍ରୋବ୍ଲେମ ହୁଏ ବା Pain ହୁଏ। ଆମେ normally କଣ କରୁ ଯେତେବେଳେ ଫୁଲିକି pain ହବ ମାର୍କେଟ ଯାଇ ଔଷଧ ଦୋକାନରୁ painkiller ଖାଇଦେଉ। Painkiller ଖାଇଲା ପରେ କଣ ହୁଏ ନା ସେଇ painkiller ଟା ଫୁଲାଫୁଲି ଆଉ ଦରଜକୁ ଦବେଇ ଦିଏ କିନ୍ତୁ ଆଗକୁ ଯାଇକି ସେ ସମସ୍ୟାର ସମାଧାନ କରେନି ଆଗକୁ ଯାଇକି ସେଟା ବହୁତ ବଡ଼ ବଡ଼ ରୋଗ ଯେମିତିକି ଏଭଳି ସମସ୍ୟା ମଧ୍ୟ ଉପନ୍ନ କରେ।
ଦେଖନ୍ତୁ ଆଜିକାଲି ବହୁତ common ପ୍ରୋବ୍ଲେମ ହେଇଗଲାଣି। କାରଣ ଆମେମାନେ କୌଣସି ସମସ୍ୟାର ସମାଧାନ ଉପରକୁ ଯାଉନେ, ଆମେ ସମସ୍ୟାକୁ ଦବେଇ ଦେବାକୁ ଚେଷ୍ଟା କରୁଛେ। କିନ୍ତୁ ସମସ୍ୟା କେବେ ଦବେନି ଆଜ୍ଞା ସମସ୍ୟା ଆଗକୁ ଯାଇକି ବିଶାଳ ବଡ଼ ରୋଗର ରୂପ ନିଏ।
ସେକେଣ୍ଡ ହେଉଛି ବହୁତ ଜଣଙ୍କର ଦେଖିଥିବେ ହାଡ଼ ଦୁର୍ବଳ ହେଇଯାଏ କଣ ପାଇଁ ନା ସେମାନେ ମାର୍କେଟରେ ବହୁତ ୟାଡସିଆଡୁ ଜିନିଷ ଖାଆନ୍ତି ବହୁତ acidic ଜିନିଷ ଆମେ ଖାଇଥାଉ ତାହାଲେ କଣ ହୁଏ ନା body acidic ହେଇଯାଇଥାଏ, blood acidic ହେଇଯାଏ। Blood ଟା କଣ କରେ ନା ନିଜକୁ acid ଟାକୁ neutral କରିବା ପାଇଁକି ହାଡ଼ର ସବୁ କ୍ୟାଲସିୟମ ଗୁଡାକୁ use କରେ।automatic ହାଡ଼ କମଜୋର ହେଇଯାଏ।ସାମାନ୍ୟ ଆଘାତ ଦ୍ୱାରା ମଧ୍ୟ ହାଡ଼ ଭାଙ୍ଗିବାର ସମସ୍ୟା ଦେଖାଯାଏ। ଏଇଟା ତ ବହୁତ ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ normally common ସମସ୍ୟା ହେଇଗଲାଣି
ଦେଖନ୍ତୁ ଆଜିକାଲି ବହୁତ common ପ୍ରୋବ୍ଲେମ ହେଇଗଲାଣି। କାରଣ ଆମେମାନେ କୌଣସି ସମସ୍ୟାର ସମାଧାନ ଉପରକୁ ଯାଉନେ, ଆମେ ସମସ୍ୟାକୁ ଦବେଇ ଦେବାକୁ ଚେଷ୍ଟା କରୁଛେ। କିନ୍ତୁ ସମସ୍ୟା କେବେ ଦବେନି ଆଜ୍ଞା ସମସ୍ୟା ଆଗକୁ ଯାଇକି ବିଶାଳ ବଡ଼ ରୋଗର ରୂପ ନିଏ।
ସେକେଣ୍ଡ ହେଉଛି ବହୁତ ଜଣଙ୍କର ଦେଖିଥିବେ ହାଡ଼ ଦୁର୍ବଳ ହେଇଯାଏ କଣ ପାଇଁ ନା ସେମାନେ ମାର୍କେଟରେ ବହୁତ ୟାଡସିଆଡୁ ଜିନିଷ ଖାଆନ୍ତି ବହୁତ acidic ଜିନିଷ ଆମେ ଖାଇଥାଉ ତାହାଲେ କଣ ହୁଏ ନା body acidic ହେଇଯାଇଥାଏ, blood acidic ହେଇଯାଏ। Blood ଟା କଣ କରେ ନା ନିଜକୁ acid ଟାକୁ neutral କରିବା ପାଇଁକି ହାଡ଼ର ସବୁ କ୍ୟାଲସିୟମ ଗୁଡାକୁ use କରେ।automatic ହାଡ଼ କମଜୋର ହେଇଯାଏ।ସାମାନ୍ୟ ଆଘାତ ଦ୍ୱାରା ମଧ୍ୟ ହାଡ଼ ଭାଙ୍ଗିବାର ସମସ୍ୟା ଦେଖାଯାଏ। ଏଇଟା ତ ବହୁତ ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ normally common ସମସ୍ୟା ହେଇଗଲାଣି
3rd ହେଉଛି ଆଣ୍ଠୁ ଗଣ୍ଠିରେ କଟ କଟ ଆବାଜ ଦବା
ଆଣ୍ଠୁ ଗଣ୍ଠିରେ କଟ କଟ ଆବାଜ କଣ ହୁଏ ନା ତାର କ୍ୟାଟିଲେଜ ମଝିରେ ଗୋଟେ କୁସନ ଟାଇପର ଜିନିଷ ଟେ ଥାଏ ସେଇଟା ହାଡ଼ ଆଉ ହାଡ଼ ଭିତରେ ଘଷିବାକୁ ରୋକିଥାଏ। କିନ୍ତୁ ବେଳେ ବେଳେ କଣ ହୁଏ ବହୁତ ସମୟରେ କ୍ୟାଲସିୟମ diffusion ଯୋଗୁଁ ସେ ଭିତରେ କ୍ୟାଟିଲେଜ ଟା କ୍ଷୟ ପ୍ରପ୍ତ ହେଇଯାଏ। ତା ଦ୍ୱାରା ହାଡ଼ କୁ ହାଡ଼ ବାଜେ କଷ୍ଟ ହୁଏ। ଦେଖିବେ ବହୁତ ଜଣଙ୍କର joint ଭିତରେ ଯୋଉ gricing ଥାଏ ବା ତୈଳନ୍ତ ଜିନିଷ ଟା ଥାଏ ସେହି ତୈଳନ୍ତ ଜିନିଷ ଟା କମିଯିବା ଦ୍ୱାରା ସେମାନଙ୍କର ଆଣ୍ଠୁ ଗଣ୍ଠି ଶୁଖିଯାଏ ବା dry ହେଇଯାଏ। ସେମାନେ ବସିକି ଯେତେବେଳେ ଉଠନ୍ତି ତାଙ୍କର ଆଣ୍ଠୁ ଗଣ୍ଠିର କଟ କଟ ଆବାଜ ହୁଏ। ଏଇଟା ହଉଛି ପ୍ରଥମ ଲକ୍ଷଣ। ଆଗକୁ ଯାଇକି ଆହୁରି painful ହବ।ସମସ୍ୟା ଅଛି ଆପଣ ଏହି post ଦେଖୁଛନ୍ତି ମାନେ ତାର ସମାଧାନ ବି ମୁଁ କହିବି.
ସମାଧାନ କଣ? ହାଡ଼ related କିଛି cause ହୁଏ ମଣିଷ ସବୁବେଳେ କ୍ୟାଲସିୟମ କଥା ଭାବେ ଆପଣଙ୍କୁ କହି ରଖିବାକୁ ଚାହୁଁଛି ଖାଲି କ୍ୟାଲସିୟମ ଦରକାର ତାହା ନୁହେଁ, କ୍ୟାଲସିୟମ ଛଡା ଆମକୁ ମ୍ୟାଗ୍ନେସିୟମ ଦରକାର, ଆମକୁ ଫସଫରସ ବି ଦରକାର ଆଉ ହାଡ଼ କୁ ବହୁତ ସାରା minerals ଦରକାର including ଭିଟାମିନ D। ଭିଟାମିନ D କୁ ବି use କରିବା ପାଇଁ କି ଉପଯୋଗ କରିବା ପାଇଁ ଭିଟାମିନ C ଦରକାର। ତେଣୁ ଠିକ ରୂପରେ ଖାଦ୍ୟ ଖାଉନାହାନ୍ତି ତାହାଲେ ଏହି ସମସ୍ୟା ନିଶ୍ଚିନ୍ତ ଭାବରେ ହବ।
ଦ୍ୱିତୀୟ କଣ ବହୁତ ଜଣ କହନ୍ତି ଆମେ ତ ସବୁ ଖାଉଛୁ ତଥାପି କଣ ଆମର ଏହି ପ୍ରୋବ୍ଲେମ ହେଉଛି। ତାହାଲେ ସେମାନେ ସବୁ ଖାଇବା ସତ୍ୱେ ମଧ୍ୟ୍ୟ ସେମାନଙ୍କର ଖାଦ୍ୟ ଉପଯୋଗ ହଉନି କାରଣ ସେମାନେ ଠିକ ପ୍ରୋସେସରେ ଖାଉନାହାନ୍ତି। ଏହି POSTରେ ମୁଁ ସେହି ବିଷୟରେ discussion କରିବି ଯେ କେମିତି ଖାଇବେ? ଆଉ କଣ ଖାଇବେ ଯାହାଦ୍ୱାରା କି ଏଇ ହାଡ଼ ଜାତୀୟ ସମସ୍ୟା ଯଥାଶୀଘ୍ର ଦୁରେଇ ଯିବ।
ତାହାଲେ ଡାଲି ଜାତୀୟ ଖାଦ୍ୟ ଆମେ ଖାଇଥାଉ। ଡାଲି normally ପ୍ରୋଟିନ ସହିତ କ୍ୟାଲସିୟମ ବି ଥାଏ ସେଥିରେ। ପ୍ରୋଟିନ ମଧ୍ୟ ହାଡ଼ ପାଇଁ ଦରକାର କ୍ୟାଲସିୟମ ଆହୁରି ଦରକାର। ଡାଲିକୁ direct ଆପଣ ଖାଇବାରେ କେବେ ରୋଷେଇ କରିବେନି। ଡାଲିକୁ minimum ଆପଣ ୬ ରୁ ୭ ଘଣ୍ଟା ଆପଣ ଭିଜେଇବେ। ଭିଜିବା ଦ୍ୱାରା ତା ଭିତରେ anti-nutritional ଉପାଦାନ ଟି ବାହାରି ଯିବ। ଆଉ ସେଥିପାଇଁକି ଡାଲି ସୁନ୍ଦର ଭାବରେ ଆମ ଦେହରେ ଉପଯୋଗ ହବ ବା ହଜମ ହବ ଆଉ ଆମ ଦେହରେ ଲାଗିବ.
next ହଉଛି ଚା' କଫି ଅଧିକା ଖାଇବେନି। ଚା' କଫି ଅଧିକା ପିଇବା ଦ୍ୱାରା body ଭିତରକୁ ପ୍ରଚୁର ମାତ୍ରାରେ ମିଳିଥାଏ।especially କଫି ଯଦି ଆପଣ କଫିର ମାତ୍ରା ବେଶୀ ଖାଉଛନ୍ତି ତାହାଲେ ମଧ୍ୟ ସେ କ୍ୟାଲସିୟମକୁ ଉପଯୋଗ କରିବାକୁ ଦେବନି। ତେଣୁ ଆପଣ ଚା' କଫି ଯଦି ଖାଉଛନ୍ତି ତାହାଲେ ତା'ର ପରିମାଣ କମେଇ ଦିଅନ୍ତୁ।
Next ହେଉଛି dry fruits ଆମେ ଖାଇଥାଉ କିନ୍ତୁ direct କେବେ ଶୁଖିଲା dry fruits ଆପଣ ଖାଇବେନି। ଶୁଖିଲା dry fruits ଖାଇଲେ କଣ ହବ ନା ସେଟା ଆପଣ body ଭିତରେ ଉପଯୋଗ ହବନି। ସେଥିରେ ଉପାଦାନ ଅଛି, ଯୋଉଟାକି ତା'ର ଚୋପାରେ ଥାଏ। ତେଣୁ ଆପଣ ପିସ୍ତାବାଦାମ ହଉ ବା କାଜୁ ହଉ ଅଖୋରୋଟ ହଉ ଏଗୁଡିକ minimum ୬ ରୁ ୭ ଘଣ୍ଟା ରାତିରେ ଭିଜେଇକି ସକାଳେ ଖାଇବେ। ମନେରଖନ୍ତୁ ଅଖୋରୋଟ ଆଉ ପିସ୍ତାବାଦାମର ଚୋପାକୁ ଛଡେଇକି ଖାଇବା ଦ୍ୱାରା ସେଥିରେ ଥିବା କ୍ୟାଲସିୟମ ତା ଆମ body ଭିତରେ observe ହୁଏ, ଅଞ୍ଜିର, କିସମିସର ବତୁରା ଯାଇଥିବା ପାଣି ସହିତ ଆପଣ ଖାଇବେ ଯାହାଦ୍ୱାରା କି ସେଥିରେ ଆମର body ଥଣ୍ଡା ହବ।direct dry fruits କୁ ଖାଇଲେ body ରେ ବାତ ଦୋଷ ବଢିଥାଏ ଆଉ ଭଲ ଭାବେ ଉପଯୋଗ ହେଇନଥାଏ। ତେଣୁ ଏଇଟାକୁ ତ ଆପଣ ଜାଣିଲେ dry fruits କୁ ଏହିଭଳି ଖାଇବାକୁ ଚେଷ୍ଟା କରିବେ।
ବହୁତ ଜଣ ଏହି ପ୍ରୋବ୍ଲେମ କରନ୍ତି ଯେ ସେମାନେ ମୋଟା ହେଇଯିବା ଭୟରେ totally ତେଲ ଖାଆନ୍ତିନି zero oil। ଏଇଟା dietician ମାନେ ବି recommend କରୁଛନ୍ତି ଯେ zero oil but ଆପଣ ମାନେ କଣ ଜାଣିଛନ୍ତି କି ଆପଣଙ୍କ ଖାଦ୍ୟରେ ଯଦି fat ନ ରହିବ ବା oil ନ ରହିବ ତାହାଲେ ଆପଣଙ୍କର କ୍ୟାଲସିୟମର ଉପଯୋଗ ହବନି। କ୍ୟାଲସିୟମ ଉପଯୋଗ ତ ହବନି ତା' ଛଡା joint ରେ ଯୋଉ dry ହଉଛି ସେଟା ଆହୁରି dry ହେଇଯିବ।କାରଣ body କୁ ସେତିକି fat ଦରକାର ଯେତିକି ଅନ୍ୟ ଖାଦ୍ୟକୁ ଦରକାର।unhealthy fat କଥା କହୁନି ଆପଣ ରିଫାଇନ oil of course ବନ୍ଦ କରିଦିଅନ୍ତୁ। ଆପଣ ସୋୟାବିନ oil, ରିଫାଇନ oil ବନ୍ଦ କରିଦେଇକି healthy ଗାଇ ଘିଅ ଦେଶୀ ଗାଇ ଘିଅ ଆପଣ ବ୍ୟବହାର କରନ୍ତୁ। ସେଥିରେ କ୍ୟାଲସିୟମ ଭିଟାମିନ D ଥାଏ C ବି ଥାଏ ଯାହା ଦ୍ୱାରା ମେଟାବୋଲିଜିୟମ storng ହୋଇଥାଏ। ଆପଣ ଗାଇ ଘିଅ ଛଡା olive oil ମଧ୍ୟ ରୋଷେଇ କରିପାରିବେ, କଚି ଘନି ସୋରିଷ ତେଲ ମଧ୍ୟ ରୋଷେଇ କରିପାରିବେ କିଛି ଟା healthy fat ରୁ replacement କରନ୍ତୁ unhealthy fat ରୁ ଦୁରେଇ ରଖନ୍ତୁ ଖାଇବାରେ।କିନ୍ତୁ zero oil ବା zero fat ଆପଣ କରିବେ ନାହିଁ ଖାଇବାରେ।
Next ହଉଛି ବଜାରରେ ବହୁତ ପ୍ରକାରର ଆମେ ଚାଟ, ଗୁପଚୁପ ଚଟପଟା ଜିନିଷ ସବୁ ବହୁତ ଖାଇଥାଉ ବହୁତ Acidity ଜିନିଷ ଖାଇଥାଉ ତେନ୍ତୁଳି ପାଣି ଏଗୁଡିକ କଣ ହୁଏ ନା ଏଗୁଡିକ ଦ୍ୱାରା ଆମର body re acidity ହେଇଯାଏ। ଜଙ୍କ ଫୂଡ଼ ବା acidity ଜିନିଷ ଖାଇବା ଦ୍ୱାରା ଏଗୁଡିକ ହଜମ କରିବା ପାଇଁ body ର କ୍ୟାଲସିୟମ ହୋଇଥାଏ। ଆପଣ ଚେଷ୍ଟା କରିବେ କି ବାହାର ଜିନିଷ କିଛି ନ ଖାଇବା ପାଇଁ, ବାହାର ଜିନିଷ ଆପଣ ଯେତେ କମ ଖାଇବେ ସେତେ ଆପଣଙ୍କ ପାଇଁ ଭଲ। ଆରାମ ସେ ଘରେ ବାହାର ଖାଦ୍ୟ ଘରେ ବନେଇ ଦେଇ ହବ ଆପଣ ଚେଷ୍ଟା କରିବେ ଘରେ ବେଶୀ ଖାଇବା ପାଇଁକି।
Next ହଉଛି କଣ ଆପଣ ଖାଇବେ ଦୁଇ ମାସ ଧରି ଲଗାତାର ଯୋଉଟାକି ଘରେ ତିଆରି କରିବେ ସେଥିପାଇଁ ଆପଣଙ୍କୁ ଦରକାର ଗୋଟେ ହେଲା ରାଶି ହାଡ଼ ପାଇଁ ଗୋଟେ ବହୁତ ବହୁତ ଇମ୍ପୋଟାଣ୍ଟ ଜିନିଷ। କାହିଁକିନା ରାଶିରେ ଭରପୁର ମାତ୍ରାରେ କ୍ୟାଲସିୟମ ଥାଏ। ରାଶିରେ କ୍ଷୀର ତୁଳନାରେ ଛଅ ଗୁଣ ଅଧିକ କ୍ୟାଲସିୟମ ଥାଏ। ମାନେ ଆପଣ ଚିନ୍ତା କରିକି ଦେଖନ୍ତୁ ରାଶି ଆମ ଦେହ ପାଇଁ କେତେ ଦରକାରୀ। ରାଶି ଟିକେ ଗରମ ହେଇଥାଏ ସେଥିପାଇଁକି normally ତାକୁ କୁହାଯାଇଥାଏ ଶୀତ ଦିନେ ଅଧିକା ଗ୍ରହଣ କରିବା ପାଇଁକି। ଅନ୍ୟ ଟାଇମରେ ଆପଣ ଗ୍ରହଣ କରିପାରିବେ କିନ୍ତୁ ପରିମାଣ ଟିକେ କମେଇ ଦେବେ।ରାଶିରେ କଣ ଅଛି ନା healthy କାଟ । ରାଶି ତେଲ ଦେହ ପାଇଁକି ବହୁତ ଭଲ। ରାଶି ଭିତରେ ଅଛି healthy fat ଯୋଉଟାକି ଆମ ଦେହରେ joint ରେ ବହୁତ ଯାଗାରେ ସୁନ୍ଦର ଭାବରେ utilize ହେଇଥାଏ। ଆଉ ଆମର body କୁ necessary mineral ଯୋଗେଇଥାଏ ଯେମିତିକି ମ୍ୟାଗ୍ନେସିୟମ ମଧ୍ୟ ରାଶି ଭିତରେ ଭରପୁର ଥାଏ, କ୍ୟାଲସିୟମ ଥାଏ। ଆପଣ ଚିନ୍ତା କରନ୍ତୁ ରାଶି ଗୋଟେ ବହୁଛି complete packet ଯୋଉଟାକି ଆୟୁର୍ବେଦରେ strong re suggest କରାଯାଇଛି ଯୋଉମାନଙ୍କର ହାଡ଼ ର ପ୍ରୋବ୍ଲେମ ଅଛି ସେଇମାନଙ୍କର ନିହାତି ରାଶି ଗ୍ରହଣ କରିବା କଥା ।
ଏହି ଜିନିଷ ଟି atleast ଶୀତ ଦିନ ୨ ମାସ ଆପଣ ଏହି ରାଶି ଲଡୁ ଖାଆନ୍ତୁ।ବା ରାଶିର ଚିକି ବନେଇକି ଖାଆନ୍ତୁ। ଦେଖନ୍ତୁ ଆପଣ କୌଣସି କ୍ୟାଲସିୟମ ର supplement ର ଦରକାର ନାହିଁ। ଆପଣ ଏହି ରାଶି ଲଡୁ ଖାଇକି ହିଁ ଆପଣ ଭିତରେ ଗୋଟେ ଅଲଗା type ର energy feel କରିପାରିବେ। ଆପଣଙ୍କର ଯୋଉ ଦୁର୍ବଳ ଲାଗିବା, ଆଣ୍ଠୁ ଗଣ୍ଠି pain ହବା, ଗୋଡ଼ରେ କଟ କଟ ଆବାଜ ହବା ବହୁତ ସମସ୍ୟା ଆପଣଙ୍କର ଯାହାବି ଅଛି ଦୁଇ ମାସ continues ଆପଣ ଖାଇକି ଦେଖନ୍ତୁ ଆପଣ ନିଶ୍ଚୟ change feel କରିପାରିବେ। ଗୋଟେ ଥର ପରୀକ୍ଷା କରିକି ଦେଖନ୍ତୁ ଆପଣଙ୍କର ଯାହା feedback ହବ kindly ତଳେ ଗୋଟେ ଥର କମେଣ୍ଟ କରିକି ମୋତେ ବି ଜଣେଇବେ ମୋତେ ବହୁତ ଖୁସି ଲାଗିବ। ଆଶା କରୁଛି ଆପଣଙ୍କୁ ଟିକେ helpful ଲାଗିଥିବ ଯଦି ହଁ ତାହାଲେ ଗୋଟେ ଛୋଟ like ର ସହିତ ମୋତେ ଉତ୍ସାହିତ କରନ୍ତୁ ଅନ୍ୟ ମାନଙ୍କୁ ମଧ୍ୟ share କରନ୍ତୁ।