More details DM me on Instagram - https://Instagram.com/kanhu9692
squint eye surgery in odia
lazy eye surgery in odisha
squint eyes odia
squint eye correction exercises in odia
ଟେରାପଣ କାହିଁକି ହୁଏ? |
Squint or Crossed Eyes in Odia |
Types & Treatment
Treatment of Squint Eye (Crossed Eye) in Odia
Squint Surgery Demonstration!
SQUINT / STRABISMUS TREATMENT odia
Squint Eye correction NATURALLY with exercises at Home
Best Squint treatment | Causes, Symptoms & Treatment of Squint - strabismus
Strabismus Surgery Or Squint Surgery Treatment Happy Review
Patient Review In odia
ଆଖିରେ ଟେରାପଣ ହେଲେ କେଉଁ କେଉଁ ସମସ୍ୟା ହୋଇପାରେ ଏବଂ ଏହାର ଚିକିତ୍ସା ସମ୍ଭବ କି?
ଏନେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଟେରାପଣ କ’ଣ? 0:53
ଟେରାପଣ କାହିଁକି ହୋଇଥାଏ? 01:16
ଜନ୍ମରୁ ପିଲାଙ୍କର ଟେରାପଣ ହୋଇଥାଏ କାହିଁକି? yes
ଟେରାପଣର ପ୍ରକାର 1:16
ଟେରାପଣର ଚିକିତ୍ସା ସମ୍ଭବ କି? 02:05
What is Crossed Eyes (Strabismus)?
Why does this happen?
What is the problem with eye drops and is it possible to treat them?
Let's find out what Dr an eminent ophthalmologist, has to say.
In this video,
What is Crossed Eyes (Strabismus)?
Why does Crossed Eyes happen?
Cross-eyed baby from birth
Types of Crossed Eyes
Is Strabismus treatment possible?
1. ଟେରାପଣ କଣ ସତ ରେ ଠିକ ହୋଇପାରିବ?
ans - ହଁ ଏହା ଠିକ ହୋଇପାରିବ ଆପଣ ଙ୍କୁ squint operation କରିବାକୁ ପଡିଥାଏ ।
ଟେରାପଣ squint operation କୁ ମୁ ନିଜେ କରିଛି ।
ଆପଙ୍କୁ ବିଫୋର ଆଫ୍ଟର result ଦେଖାଉଛି 1st ଦେଖି ଦିଅନ୍ତୁ ।
Squint ବା ଟେରାପଣ କଣ ଆଟେ? What Causes Squints Eyes?
ans - ଟେରାପଣର ଚିକିତ୍ସା ସମ୍ଭବ । Squint or Crossed Eyes in Odia | Types & Treatment
ଟେରାପଣ କିଛି ଲୋକଙ୍କ ଜନ୍ମ ରୁ ଥାଏ
କିଛି ଲୋକଙ୍କର କିଛି ବଷ ହେବ ପରେ ଆଶିଯାଇଥାଏ
ଟେରାପଣ ହୋଇଥିଲେ - ଗୋଟେ ଆଖି ସିଧା ଥାଏ ଆଉ ଗୋଟେ ଆଖି
କିଛି ଲୋକଙ୍କ ଆଖି ବାହାରକୁ ହୋଇଯାଇଥଏ
କିଛି ଲୋକର ଆଖି ବିତରକୁ ହୋଇଯାଇଥଏ
କିଛି ଲୋକର ଉପରକୁ ହୋଇଯାଇଥାଏ
କିଛି ଲୋକଅ ଆଖି ତଳକୁ ହୋଇ ଯାଇଥାଏ
ବା ଦୁଇଟା ଆଇ ଅଲଗା ଅଲଗା ହୋଇଯାଇଥାଏ
2. squint operation କୋଉଠି କରାଯାଏ?
ଆପଣ ଏହି operation ଟିକୁ କୌଣସି ଭି eye hospital ରେ କରି ପାରିବେ।
କିନ୍ତୁ ଆପଣ ଯୋଉଠି ଭି କରିବେ: କରିବା ପୂର୍ବରୁ ସେହି hospital ର ପୁରୁଣା history କୁ chack କରିବେ ।
* କି ଆଗରୁ ସେହି hospital ରେ କେତେ ଜଣ squint operation କରିଛନ୍ତି
* Doctor କିଏ? ସେ ଡକ୍ଟର ଆଗରୁ କେତେ ଜଣ ଙ୍କ squint operation କରିଛନ୍ତି?
* ଆଉ ସେହି ହସ୍ପିଟଲ ଆଉ ଡକ୍ଟର ଙ୍କ ରେଜଲ୍ଟ କଣ ରହିଅଛି ।
3. squint operation ରେ କେତେ ସମୟ ଲାଗିଥାଏ ?
ans - 20 ରୂ 30 mits time ଲାଗିଥାଏ ।
30 mits ପରେ ଡକ୍ଟର ଆପଙ୍କୁ ରୁମ କୁ ରେସ୍ଟ ପାଇ ଛାଡି ଦିଅନ୍ତି ।
4. squint operation ରେ କଷ୍ଟ ବା pain କେତିକି ହୋଇଥାଏ?
ans - operation time ରେ ଆପଣଙ୍କୁ ଜମା pain ବା କଷ୍ଟ ଜଣା ପଡେ ନାହି କି କଷ୍ଟ ହୁଏ ନାହି ।
କାହିକି ନା ଆପଣଙ୍କୁ ନିଶା ଦେଇକି ଡକ୍ଟର operation କରିଥାନ୍ତି ।
ନିଶା ଛାଡିବା ପରେ pain ହୋଇଥାଏ କିନ୍ତୁ ଏତେ ଭି pain ହୋଇନଥାଏ ଯେ ଆପଣ ଟାକୁ ସହି ପାରିବେନି ।
ଆଖି ରେ pain 5 ଦିନ ଯାଇ ରହିଥାଏ ।
5. squint opertion ର result ଆପଙ୍କୁ କେତେ ଦିନ ରେ ଆସିଥାଏ?
ans - ରେଜଲ୍ଟ ଆପଣଙ୍କୁ next ଦିନ ହି ମିଲିଯାଇଥାଏ ।
2 ଦିନ ହି ଆଖି ଖଲା ହେଲା ପରେ ଆପଣ ନିଜ eye କୁ ଦେଖି ପାରିବେ ସେ ସିଧା ହୋଇସାରିଥିବ ।
ଏବମ ଆପଣ ସବୁ ଜିନିଷ କୁ ସିଧା ଦେଖୁଥିବେ ।
6. squint opertion ରେ କେତେ ଟଙ୍କା ଖଚ ହୋଇଥାଏ?
ଏଟା depend ହୋଇଥାଏ
ଆପଣ କୋଉ eye hospitle ରେ opertion କରୁଛନ୍ତି
ଆପଣଙ୍କ ଆଖି ରେ ଟେରାପଣ ବା squint କେତିକି ଅଛି
ମୋର କେତେ ଖଚ ହୋଇଥିଲା
ମୋର *0 ରୁ *0 ହଜାର ଖଚ ହୋଇଥିଲା
Squint Eye correction NATURALLY with exercises at Home
Squint Eye : Can Squint Eye can be treated without surgery?
ଏହା ମିଛ ଅଟେ ଯଦି ଆପଣଙ୍କ ଟେରାପଣ ଯଦି ଜନ୍ମ ରୁ ଥାଏ ବା ବେଶି ଥାଏ ତାହାଲେ କେବଳ operation ରେ ହି ଏହାକୁ ଠିକ କରାଯାଇ ପାରିବ ।
exercises ବା yoga ରେ ଯୋଉମାନେ ଠିକ ହୋଇଯାଏ କହୁଛନ୍ତି ସେମାନେ ମିଛ କହନ୍ତି ।
Squint Eye Treatment
Doctor, ଟେରାପଣ କାହିଁକି ହୁଏ?
Treatment of Squint Eye
Crossed Eye
in Odia
SQUINT
STRABISMUS TREATMENT
Squint Eye
Lazy Eyes
Treatment of Squint Eye
Yoga For Eyes
Odisha, Berhampur,
bbsr
Bhubaneswar
Cuttack
City in Odisha
best eye hospital,
Odisha squint operation hospital
Best Squint treatment
Causes
Symptoms & Treatment of Squint
strabismus
Strabismus Surgery or Squint Surgery Treatment
Happy Review
Patient Review In odia
Cost of Squint Surgery and its safety
Explanation
#CrossedEye
#DoctorAdvice
#odiahealthcare
#Strabismus
#Squint
#SquintTreatment
#Squint surgery
#SquintTreatment
#strabismus
#odiahealthylifestyle
#odiaayurved
#odiahealthtips
#odiabhaipk