Kabita odia
ତୁମର ମୋ ଉପରେ ଭରସା ବିୱାସ ନାହିଁ। ତୁମେ ଗୋଟେ ଅଲଗା ସୋପ୍ନ ର ଦୁନିଆ ରେ ଏବେ ଅଛ।
ଆଉ କାହାର life style ଜୀବନ କୁ ଦେଖି ନିଜେ ସେମିତି ବଞ୍ଚିବି ଭାବି ଶୋପ୍ନ ଦେଖି ଚାଲିଛି।
ସପନ ଦେଖି ଦେଖି ତୁମ ମୁଣ୍ଡ ରେ ଏତେ ସବୁ ବିଷ ଭାରି ହାଇସରିଛି ଯେ, ନା ତୁମେ ଭଲ ସେ କାମ କରି ପାରୁଚ।
ନା ତୁମେ ଭଲ ରେ ବଞ୍ଚି ପରୁଛ। ନା ତୁମ ଆଗ ଲୋକ ଟି କଣ ତୁମକୁ ବୁଝାଇବାକୁ ଚହୁଛି ତାହା ତୁମେ ବୁଝି ଭି ପାରୁଛ।
ମୋନ ରେ ଗୁଣ୍ଡା ଆଉ ପାଟିରେ ଗାଳି କୁ ଦରିକି ବୁଲୁଛ। କିଛି ନୋ ବୁଝି ନା ସୁଝି। ଯିଏ ତୁମର ଭଲ ଚିନ୍ତା କରୁଛି ତାକୁ ହି ଭୁଲ ବୁଝୁଛ।
ଯ ଲୋକ ତୁମକୁ ତୁମ ଆଗରେ ଭଲ କହିକି ପଛରେ ଚୁରି ମାରୁଚି ତାକୁ ଆଗରୁ ଦେଖି ତାକୁ ନିଜ ଲୋକ ଭାବି ତାକୁ ନିଜର କରିଛ।
ବିପଦ ଆସିଲେ ତୁମେ ଠିକ୍ ବୁଝି ପାରିବ।
Youtube.com/OdiaBhaiPk