* ସବୁ ମଣିଷ ପାଖରେ ସମାନ ଆଖି ଥାଏ
କିନ୍ତୁ ସମସ୍ତଙ୍କ ପାଖରେ ସମାନ ଦୃଷ୍ଟିକୋଣ ନ ଥାଏ,
ଏହା ହିଁ ମଣିଷକୁ ମଣିଷ ଠାରୁ ଅଲଗା କରିଥାଏ।
* ସ୍ବପ୍ନ ଯେତେ ସୁଖ ଦେଲେ ମଧ୍ୟ
କେବେ କାହା ପେଟ ପୁରାଏ ନାହିଁ,
କିନ୍ତୁ ବାସ୍ତବତା ଯେତେ କଷ୍ଟ ଦେଲେ ବି
ପେଟକୁ ଦାନା ମୁଠାଏ ଯୋଗାଇ ଥାଏ।
କେବଳ ଦୁଃଖ ଦେବାକୁ ନୁହଁ ବରଂ
ସମ୍ପର୍କ ଚିହ୍ନାଇ ଦେବାକୁ ଆସିଥାଏ
ସେହି ଖରାପ ସମୟ ହିଁ ଜଣାଇ ଦେଇଥାଏ,
ଏହି ସ୍ବାର୍ଥର ଦୁନିଆଁ ରେ
କିଏ କାହାକୁ କେତେ ଭଲ ପାଏ
* ଯଦି ଭୁଲ୍ Password ରେ
* ଯଦି ଭୁଲ୍ Password ରେ
ଛୋଟିଆ Mobile ଟିଏ ଖୋଲୁ ନାହିଁ
ତେବେ ଚିନ୍ତା କରନ୍ତୁ ଭୁଲ୍ କର୍ମ
କରୁଥିବା ଲୋକଙ୍କ ପାଇଁ
ସ୍ବର୍ଗର ଦ୍ଵାର କେମିତି ଖୋଲିବ
* Life ରେ ଗୋଟିଏ କଥା ବହୁତ ଖୁସି ଦିଏ,
* Life ରେ ଗୋଟିଏ କଥା ବହୁତ ଖୁସି ଦିଏ,
ଯେତେବେଳେ କିଏ କହେ
ଘରେ ପହଞ୍ଚି Call କି Message କରିବ।
ଏହି ଭଲ ପାଇବା ସମସ୍ତଙ୍କ ପ୍ରତି ନଥାଏ।
* ଜୀବନରେ ସୁଖ ଶାନ୍ତି ରେ ରହିବାକୁ ହେଲେ
* ଜୀବନରେ ସୁଖ ଶାନ୍ତି ରେ ରହିବାକୁ ହେଲେ
ଦୁଇଟି ଶକ୍ତିର ନିହାତି ଆବଶ୍ଯକ.
ଗୋଟିଏ ହେଲା ସହିବା ଶକ୍ତି
ଓ ଅନ୍ୟଟି ହେଲା ବୁଝିବା ଶକ୍ତି।
ଏହାକୁ ଯିଏ ପାଇଛି ସେ ସୁଖ ଶାନ୍ତି ରେ ରହିଛି।
* ସୁନ୍ଦରତା ଓ ଭଲ ଗୁଣ
* ସୁନ୍ଦରତା ଓ ଭଲ ଗୁଣ
ବାହାରେ ଖୋଜିବା ଅପେକ୍ଷା
ନିଜ ଭିତରେ ଖୋଜିବା ବହୁତ ଭଲ ।
* ଆଜି ପାଖରେ ଛିଡ଼ା ହୋଇ ଭରଷା ଦେବା ଲୋକ
* ଆଜି ପାଖରେ ଛିଡ଼ା ହୋଇ ଭରଷା ଦେବା ଲୋକ
କି ସାମ୍ନାରେ ଛିଡ଼ା ହୋଇ ରାସ୍ତା ଦେଖାଇବା ଲୋକ ଏଠି ଖୁବ୍ କମ୍ .
କିନ୍ତୁ ପଛରେ ଛିଡ଼ା ହୋଇ ସମାଲୋଚନା କରିବା ଲୋକଙ୍କ ଅଭାବ ହିଁ ନାହିଁ।
* ସମ୍ପର୍କ ମଜବୁତ୍ ହୋଇଥାଏ ଜଣେ ଜଣଙ୍କର Care ନେବାରେ,
* ସମ୍ପର୍କ ମଜବୁତ୍ ହୋଇଥାଏ ଜଣେ ଜଣଙ୍କର Care ନେବାରେ,
ଜଣେ ଜଣକୁ Use କରିବାରେ ନୁହେଁ।
ଯଦି ଏତିକି ଆମେ ବୁଝି ଯାଆନ୍ତେ ନା
ତେବେ ସମ୍ପର୍କରେ କେବେ ବି ତିକ୍ତତା ଆସନ୍ତା ନାହିଁ
* ମନେରଖନ୍ତୁ ଶାନ୍ତି ହେଉଛି ଦୁନିଆର ସବୁଠୁ ମହଙ୍ଗା ଜିନିଷ,
* ମନେରଖନ୍ତୁ ଶାନ୍ତି ହେଉଛି ଦୁନିଆର ସବୁଠୁ ମହଙ୍ଗା ଜିନିଷ,
ଯାହାକୁ ପାଇବାକୁ ହେଲେ ଅନେକ ଅଶାନ୍ତିର ସାମ୍ନା କରିବାକୁ ପଡ଼ିଥାଏ।
* ଖରାପ୍ ସମୟରେ ସାହାଯ୍ୟ କରୁଥିବା ଲୋକଙ୍କୁ
* ଖରାପ୍ ସମୟରେ ସାହାଯ୍ୟ କରୁଥିବା ଲୋକଙ୍କୁ
କେବଳ Selfish ଲୋକ ହିଁ ଭୁଲି ଯାଆନ୍ତି ।
* ପୃଥିବୀର ସବୁଠାରୁ ବଡ଼ ମାୟା ଜାଲ ହେଉଛି ସଂସାର,
ହଜାରେ କଷ୍ଟ ପରେ ବି ଭାଙ୍ଗି ଦେଇ ହୁଏନାହିଁ,
ଗୋଟିଏ ସଂସାରରେ କେତେ ଯେ ଜଞ୍ଜାଳ ଥାଏ ତାହା ହିସାବର ଉର୍ଦ୍ଧ୍ବରେ ।
* ଯେମିତି ପେଟ ପୁରି ଗଲେ ଅମ୍ରୁତ ବି ବିଶ ପରି ଲାଗେ,
* ଯେମିତି ପେଟ ପୁରି ଗଲେ ଅମ୍ରୁତ ବି ବିଶ ପରି ଲାଗେ,
ସେମିତି ସ୍ବାର୍ଥ ସରିଗଲେ ସମ୍ପର୍କରେ ମଧ୍ଯ ପୂର୍ଣ୍ଣଛେଦ ପଡିଯାଏ।
* ଯେବେ ଯାଏଁ ଜୀବନ ଅଛି
* ଯେବେ ଯାଏଁ ଜୀବନ ଅଛି
ସବୁବେଳେ ଶିଖନ୍ତୁ କାରଣ
ଅନୁଭବ ହିଁ ସବୁଠୁ ଶ୍ରେଷ୍ଠ ଶିକ୍ଷକ ।
* ନଇଁଯିବା ନମ୍ରତାର ପରିଚୟ ହୋଇଥାଏ
* ନଇଁଯିବା ନମ୍ରତାର ପରିଚୟ ହୋଇଥାଏ
କିନ୍ତୁ ଭୁଲ୍ ନଥାଇ ଅନାବଶ୍ୟକେ ବାରମ୍ବାର ନଇଁବାରେ
ନିଜ ଆତ୍ମ ସମ୍ମାନର ହାନି ହୋଇଥାଏ ।
* ଜୀବନରେ ସବୁଠାରୁ ଶ୍ରେଷ୍ଠ ଶିକ୍ଷା ସେତେବେଳେ ପାଇବ
* ଜୀବନରେ ସବୁଠାରୁ ଶ୍ରେଷ୍ଠ ଶିକ୍ଷା ସେତେବେଳେ ପାଇବ
ଯେତେବେଳେ ନିଜର ଲୋକେ ଆଘାତ ଦେବେ
ତା ପରେ ବୁଝିବ ଆପଣାର ବୋଲି କେହି ନୁହଁନ୍ତି ଆଜିର ଦୁନିଆରେ।
* ଅନ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ
* ଅନ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ
କେବେ ଥରେ ନିଜର ହାତକୁ ଲକ୍ଷ୍ଯ କରିଛନ୍ତି କି?
ଯଦି ନା ତେବେ ଏବେଠୁ ଅଭ୍ୟାସ କରନ୍ତୁ,
ଆପଣ ଜୀବନରେ ଉନ୍ନତି କରିବେ।.
* ବିଫଳତା ସଫଳତାରେ ସେତେବେଳେ ବଦଳିଯାଏ,
* ବିଫଳତା ସଫଳତାରେ ସେତେବେଳେ ବଦଳିଯାଏ,
ଯେତେବେଳେ ମଣିଷ ସମସ୍ୟାକୁ ସାମ୍ନା କରିବା ଶିଖିଯାଏ ।
* ଜୀବନରେ ସୁଖ ଶାନ୍ତି ରେ ରହିବାକୁ ହେଲେ
* ଜୀବନରେ ସୁଖ ଶାନ୍ତି ରେ ରହିବାକୁ ହେଲେ
ଦୁଇଟି ଶକ୍ତିର ନିହାତି ଆବଶ୍ଯକ.
ଗୋଟିଏ ହେଲା ସହିବା ଶକ୍ତି
ଓ ଅନ୍ୟଟି ହେଲା ବୁଝିବା ଶକ୍ତି।
ଏହାକୁ ଯିଏ ପାଇଛି ସେ ସୁଖ ଶାନ୍ତି ରେ ରହିଛି।