50 ODIA HEALTH TIPS || ସବୁବେଳେ ସୁସ୍ଥ ରହିବାର ୫୦ ଟି ଘରୋଇ ଟିପ୍ପ

odiabhaipk
0

 ସବୁବେଳେ ସୁସ୍ଥ ରହିବାର ୫୦ ଟି ଘରୋଇ ଟିପ୍ପ



1. କଦଳୀ ର ଚୋପାକୁ ମୁଣ୍ଡରେ ଖସିଲେ ମୁଣ୍ଡ ଯନ୍ତ୍ରଣା ରୁ ଲାଭ ମିଳିଥାଏ।
2. ପ୍ରତିଦିନ ଗୋଟେ କଦଳୀ ଖାଇଲେ ରାଗ ତଥା ଚିଡି ଚିଢ଼ାପଣ ଦୂର ହୋଇଥାଏ ।
3. କ'ଣ ଆପଣ ଅତ୍ୟଧିକ ଚା' ପିଉଛନ୍ତି କି?? ତାହାଲେ ଆଜି ହିଁ ଏହି ଅଭ୍ୟାସକୁ ବଦଳାନ୍ତୁ, ସକାଳେ ଆପଣ କେବେବି ଚା' ପିଅନ୍ତୁ ନାହିଁ ଯଦି ଆପଣଙ୍କ ଚା ପିଇବାର ଅଭ୍ୟାସ ଅଛି ତାହାଲେ ସନ୍ଧ୍ୟାରେ ଥରେ ହିଁ ଚା' ପିଅନ୍ତୁ। ସକାଳେ ଚା' ପିଇବା ଦ୍ୱାରା ଗ୍ୟାସ, ଏସିଡିଟି ସମସ୍ୟା ହୋଇଥାଏ ଏବଂ ଦିନରେ ଅତ୍ୟଧିକ ଚା' ପିଇଲେ ସ୍କିନ ଖରାପ ହୋଇଯାଇଥାଏ ତଥା ଆଖିକୁ ଠିକରେ ଦେଖାଯାଇନଥାଏ
4. ସନ୍ଧ୍ୟାକୁ ଭାତ ସେବନ କଲେ ଶରୀରର ଚର୍ବି ବହୁତ୍ ଜୋର ରେ ବଢ଼ିଥାଏ।
5. ଗରମ୍ ପାଣି ରେ ସ୍ନାନ କଲେ ଚୁଟି କମଜୋରି ହୋଇଥାଏ,ତଥା ତ୍ବଚା ଖରାପ ହୋଇଥାଏ ।
6. ଧଳା ଲୁଣ ଅଧ୍ବକ ସେବନ କଲେ ହୃଦୟ କମଜୋରି ହୋଇଥାଏ।
7. ସକାଳୁ ଉଠି ସବୁଜ ଜିନିଷ ଦେଖ‌ିଲେ ନଜର ତେଜ ହୋଇଥାଏ।
8. ଯଦି ଆପଣଙ୍କ ଦାନୁ ଭାଙ୍ଗିଯାଏ ତ ସେହି ଜାଗାରେ ଟମାଟୋ ରସ ଲଗାନ୍ତୁ,ଦାନୁ ଶୀଘ୍ର ବଢ଼ିଥାଏ ।
9.ଗାଇ ର ଦେଶୀ ଘିଅ କୁ ହାଲ୍କା ଗରମ କରିକି ଚାଟିଲେ ଶରୀରର ଯନ୍ତ୍ରଣା ତଥା ଫୁଲା ଦୂର ହୋଇଥାଏ ।
10. ଗୁଜୁରାତି ବାଲା ଚା ' ପିଇଲେ ଦାନୁର ଯନ୍ତ୍ରଣା ଠିକ୍ ହୋଇଯାଇଥାଏ ।
11. ଆଖୁ ରସ ପିଇଲେ ହାକୁଟି ଦୂର ହୋଇଥାଏ।
12. ବହୁତ୍ ଥଣ୍ଡା ପାଣି ପିଇଲେ ବୁଢ଼ାପା ଜଲ୍ଲୀ ଆସିଥାଏ ।
13. ପ୍ରଜ୍ୟାପ୍ତ ନିଦ ପୁରା ନହେଲେ ବୟସ ହ୍ରାସ ହୋଇଥାଏ ।
14. କାକୁଡି ସେବନ କଲେ ମୋଟାପା ହ୍ରାସ ହୋଇଥାଏ ।
15. ସବୁଦିନ ଏକ ଘଣ୍ଟା ହସିଲେ ମୋଟାପା କାବୁରେ ରହିଥାଏ ଏବଂ ଶରୀର ସୁସ୍ଥ ରହିଥାଏ ।
16. ବର୍ଷ ପରେ ଦାନା ମେଥ୍ କୁ ଖାଇଲେ ଶରୀରର ଗଣ୍ଡି ମଜବୁତ୍ ରହିଥାଏ,ବୁଦ୍ଧ ହେବା ଯାଏଁ ମଧୁମେହ, ବ୍ଲଡ ପ୍ରେସର ଏବଂ ଗଣ୍ଠି ସମସ୍ୟା ରୋଗ ଆଦି ହୋଇନଥାଏ
17. ଥଣ୍ଡା ହେଲେ ତୁଳସୀ ୨୦ ଟି ପତ୍ର,ଗୋଲମରିଚ ୧୫ ଟି, ମିଶ୍ରି,ଏହାକୁ ଅଢେଇ ଗ୍ଲାସ ପାଣି ଦେଇକି ସିଝାନ୍ତୁ ଯେବେ ଦେଢ଼ ଗ୍ଲାସ ହୋଇଯିବ ସେଥୁରେ ଟିକିଏ କ୍ଷୀର ମିଶେଇ କି ଉଷୁମ୍ ଉଷୁମ୍ ପିଆନ୍ତୁ।
18. ପିଆଜର ପ୍ରୟୋଗ ସାଲାଡ଼ ରୂପରେ କରିପାରିବେ,ଏହାକୁ ସେବନ କଲେ ରକ୍ତ ର ପ୍ରବାହ ଠିକ୍ ରହିଥାଏ,ହୃଦୟ ପାଇଁ ପିଆଜ ବହୁତ୍ ଫାଇଦା ହୋଇଥାଏ ।
19. ସୁଗାର ବିମାରି ପାଇଁ.. ଜାମୁକୋଳି ଖାଆନ୍ତୁ। ଶୁଖୁଲା ଖାସ ହେଲେ... ଖଜୁରୀ ଖାଆନ୍ତୁ।
20. ଅଦାରସ ଏବଂ ମହୁ ସମାନ ପରିମାଣରେ ନିଅନ୍ତୁ ।ଥଣ୍ଡା ଭଲ ହୋଇଯାଇଥାଏ ।
21. ଗାଜର ରସ ସହିତ ଅଁଳା ରସ ୨୦ ରୁ ୪୦ ଗ୍ରାମ ପିଇଲେ ରକ୍ତ ଚାପ ଏବଂ ହୃଦୟ ସୁସ୍ଥ ରହିଥାଏ ।
22. ଲିଭର ବିମାରି ପାଇଁ .. ସେଓ ର ସେବନ କରନ୍ତୁ। ସୁଗାର ବିମାରି ପାଇଁ.. ଜାମୁକୋଳି ଖାଆନ୍ତୁ । ଶୁଖୁଲା ଖାସ ହେଲେ... ଖଜୁରୀ ଖାଆନ୍ତୁ।
23. ଜୁଆଣି କୁ ପେଶୀକି ଗାଢ଼ା ଲେପ ଲଗାନ୍ତୁ,ଚର୍ମ ରୋଗ ଦୂର ହୋଇଥାଏ।
24. ରୁଟି, ମକା ଆଦି ଭରପୁର ଖାଆନ୍ତୁ ଲିଭର୍ ଏବଂ ଟିବି ରୋଗ ଆଦି ହୋଇନଥାଏ ।
25. ନାଲି ଟମାଟୋ,କାକୁଡି,କଲରା ଆଦି ଯୁସ ପିଅନ୍ତୁ,ମଧୁମେହ ରୋଗ ହେବ ନାହିଁ।
26. ଜୁଆଣି, ହେଙ୍ଗୁ,ରସୁଣ ତେଲ ରେ ପକେଇକି ଆଣ୍ଠୁ ଗଣ୍ଠି ଆଦି ରେ ମାଲିସ୍ କରନ୍ତୁ ।ଯନ୍ତ୍ରଣା ଦୂର ହୋଇଥାଏ।
27. ଜୁଆଣି ଓ ଗୁଡ଼ ଖାଆନ୍ତୁ ପିତ ରୋଗରୁ ଆରାମ ମିଳିଥାଏ ।
28. ୭ ଟି ଲିମ୍ବ ପତ୍ର ଖାଲି ପେଟରେ ଚୋବାଇଲେ ମଧୁମେହ ରୋଗ ଦୂର ହୋଇଥାଏ।
29. ସବୁବେଳେ ଉଷୁମ୍ ପାଣି ପିଅନ୍ତି . କେବେବି ଥଣ୍ଡା ହେବ ନାହିଁ।
30. ପାଇଲ୍ମି ବିମାରିରେ... ପିଜୁଳି ଖାଆନ୍ତୁ।
31. ଟି.ବି ସମସ୍ୟାରେ ହେଲେ.ଅଙ୍ଗୁର ଖାଆନ୍ତୁ।
32. ହୃଦୟର ବିମାରିରେ.. ଅର୍ଜୁନ ଛାଲ ର କାଢ଼ା ପିଅନ୍ତୁ ।
33. ଆଖୁର ତେଜ ପାଇଁ ଗାଜର ଖାଆନ୍ତୁ।
34. ଅନିଦ୍ରା ପାଇଁ ଅଙ୍ଗୁର ଓ ସେଓ ଖାଆନ୍ତୁ ।
35. ମୁଣ୍ଡ ଯନ୍ତ୍ରଣା ପାଇଁ.. ନଡ଼ିଆ ଖାଆନ୍ତୁ ।
36. କିଡନୀ ରେ ଯନ୍ତ୍ରଣା ହେଲେ.. ଗାଜର,କାକୁଡି,ଅଦା ଖାଆନ୍ତୁ।
37. ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଲେ..? ଅଦା ରସ ଲଗାନ୍ତୁ।
38. ନିମୋନିଆ ହେଲେ..? ହେଙ୍ଗୁ କୁ ପାଣିରେ ଘୋଳିକି ପିଅନ୍ତୁ ।
39. ଖନେଇକି କଥା କହୁଥିଲେ..ଡାଳଚିନି ଚୋବାନ୍ତୁ।
40. ହାକୁଟି ହେଉଥିଲେ..? ଅଦା କୁ ଚୁସନ୍ତୁ ।
41. କୋଷ୍ଠକାଠିନ୍ୟ ହେଲେ..? ହରଡ ଖାଇକି କ୍ଷୀର ପିଅନ୍ତୁ
42. ମୁଣ୍ଡ ବୁଲାଉଥିଲେ..? ପାନମଧୁରୀ ଓ ଚିନି ଖାଆନ୍ତୁ
43. ପେଟ ଯନ୍ତ୍ରଣା ହେଉଥିଲେ..? ଜୁଆଣି ଓ ଲୁଣ ଖାଆନ୍ତୁ।
44. ଫୁଲା ହେଲେ..? ଗରମ ପାଣି ସହିତ ଲୁଣ ପିଅନ୍ତୁ ।
45. ପୁରୁଣା ଜ୍ବର ହେଇଥିଲେ। ଜିରା ସହିତ ଗୁଡ ଖାଆନ୍ତୁ ।
46. ବାନ୍ତି ହେଉଥ୍le?ଲବଙ୍ଗ କୁ ପାଣିରେ ଫୁଟେଇକି ପିଅନ୍ତୁ।
47. ପାଣିକୁ ଫୁଟେଇକି ପିଇଲେ ମୋଟାପା ଆସିନଥାଏ ।
48. ଯଦି କାହାକୁ ନିଦ ଆସୁନଥାଏ ତାହାଲେ ସର୍ପ ଗନ୍ଧା,ଅଶ୍ବ ଗନ୍ଧ ଏବଂ ଭାଙ୍ଗ ଏହି ତିନୋଟି ସମାନ ମାତ୍ରା ରେ ମିଶେଇକି ରଖନ୍ତୁ,ଏହି ଚୁନ କୁ ରାତିରେ ଶୋଇବା ସମୟରେ ୩ ରୁ ୫ ଗ୍ରାମ ଭିତରେ ଜଳ ସହିତ ନିଅନ୍ତୁ ।
49. ମେଥ୍, ସୁନ୍ଥି,ହଳଦୀ କୁ ସମାନ୍ ମାତ୍ରା ରେ ମିଶେଇକି ପେଶିକି ନିତ ସକାଳେ ଏବଂ ସନ୍ଧ୍ୟା ରେ ଖାଇସାରିବା ପରେ ଗରମ୍ ପାଣିରେ ୨ ଚାମଚ ଲେଖାଏଁ ଖାଇଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ।

Hello friends ଏହି ଭିଡିଓ ରେ ମୁଁ ଆପଣଙ୍କୁ କହିବି ସୁସ୍ଥ ରହିବାର 25 ଟି ନିୟମ।
* ସକାଳେ ବ୍ରଶ କରିବା ପୂର୍ବରୁ 1 ରୁ 2 ଗ୍ଲାସ୍ ଥଣ୍ଡା ବେଶୀ ନଥ‌ିବା, ଗରମ ବେଶୀ ନଥ‌ିବା ପାଣି ପିଅନ୍ତୁ ।
* ସବୁବେଳେ ନାକ ଦ୍ବାରା ନିଶ୍ବାସ ନିଅନ୍ତୁ; ପାଟିରୁ ନିଶ୍ବାସ ନେବା ଦ୍ବାରା ବାୟୁରେ ଥ‌ିବା ଜୀବାଣୁ ଫିଲଟର ହୋଇପାରନ୍ତି ନାହିଁ ଫଳରେ ଅନେକ ରୋଗକୁ ଆମନ୍ତ୍ରଣ କରିବା ସହିତ ସମାନ ।
* ଶୋଇବାର 2 ଘଣ୍ଟା ପୂର୍ବରୁ ରାତ୍ରୀ ଭୋଜନ କରନ୍ତୁ |
* ଖାଦ୍ୟ ଖାଇବା ସମୟରେ ଟିଭି କିମ୍ବା ମୋବାଇଲ୍ ଦେଖନ୍ତୁ ନାହିଁ |
* ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଆନ୍ତୁ |
Friend POST ଟି ଯଦି ଆପଣଙ୍କୁ ଭଲ ଲାଗୁଛି ଗୋଟେ like କରନ୍ତୁ।
* ଯେଉଁମାନଙ୍କର ଖାଦ୍ୟ ହଜମ କରିବା କ୍ଷମତା କମ, ସେମାନେ କଞ୍ଚା ଅମୃତଭଣ୍ଡା ଖାଇବା ଉଚିତ୍ ।
* ଯଦି ଚା ପିଉଛନ୍ତି ତେବେ ଖାଦ୍ୟ ଖାଇସାରିଲା ପରେ ତୁରନ୍ତ ଚା ପିଅନ୍ତୁ ନାହିଁ କିଛି ସମୟ ପରେ ପିଅନ୍ତୁ ।
* ଗୋଟିଏ ଦିନରେ ଅତି କମରେ ୫ ରୁ 12 ଗ୍ଲାସ୍ ପାଣି ପିଇବା ଉଚିତ |
* ଫ୍ରିଜରେ ରଖାଯାଇଥିବା ଅତ୍ୟଧିକ ଥଣ୍ଡା ପାଣି ପିଅନ୍ତୁ ନାହିଁ |
* ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ନିଦ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ | ଆପଣ ପ୍ରତିଦିନ 6 ରୁ 8 ଘଣ୍ଟା ଶୋଇବା ଉଚିତ୍ |

Friend POST ଟି କେମିତି ଲାଗୁଛି comment କରି ଜଣାନ୍ତୁ।
* ସୁସ୍ଥ ରହିବା ପାଇଁ ଟେନସନ ମୁକୁ ରହିବା ଅତ୍ୟନ୍ତ ଜରୁରୀ |
* ଦିନରେ କିଛି ସମୟ ପାଇଁ ଖାଲି ପାଦରେ ଭୂମିରେ ଚାଲିବା ଉଚିତ୍ ଏବଂ ଯଦି ଆପଣ ସବୁଜ ଘାସ ଉପରେ ଖାଲି ପାଦରେ ଚାଲନ୍ତି ତେବେ ଏହା ବହୁତ ଭଲ ହେବ |
* ଖାଲି ପେଟରେ ସକାଳେ ଚା, କଫି, cold dring, ମଦ୍ୟପାନ, ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ |
* ରାତିରେ ଭାରି ଖାଦ୍ୟ ଯଥା ଦହି କିମ୍ବା ରାଜମା ଚାଉଳର ଭାତ ଖାଆନ୍ତୁ ନାହିଁ |
* ଭୋକ ଲାଗିଲା ପରେ ହିଁ ଖାଦ୍ୟ ଖାଆନ୍ତୁ ।
* ଖାଦ୍ୟରେ ସଠିକ୍ ପରିମାଣର ଫାଇବର ରଖନ୍ତୁ |ଫାଇବର ମାନେ ଆପଣଙ୍କ ପେଟ ହଜମ କରିପାରୁଥିବା ଖାଦ୍ୟ ଖାଆନ୍ତୁ ।
ଫ୍ରେଣ୍ଡ୍ ଆପଣଙ୍କୁ ଆମର ଆଗକୁ ଆସୁଥିବା ସବୁ POST ଦେଖିବା ପାଇଁ Subscribe କରିଦିଅନ୍ତୁ।
* ମଧ୍ୟାହ୍ନ ଭୋଜନ ପରେ, ବାମ କଡରେ କିଛି ସମୟ ଶୁଅନ୍ତୁ |
* ରାତ୍ରୀ ଭୋଜନ ପରେ ଅତି କମରେ 500 ପାଦ ଚାଲନ୍ତୁ ।
* ସିଗାରେଟ୍, ମଦ, ତମାଖୁ ଇତ୍ୟାଦି ଖାଆନ୍ତୁ ନାହିଁ | ଅଭ୍ୟାସ ଥ‌ିବା ଲୋକମାନଙ୍କୁ ଏହାକୁ ଛାଡିବା ବହୁତ କଷ୍ଟ କର ତେଣୁ କରି ଛୋଟ ଛୋଟ step ନେଇ ଛାଡିବାକୁ ଚେଷ୍ଟା କର |
* ଆପଣଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ଅନୁର୍ଭୂକ୍ତ କରନ୍ତୁ ।
* ଚିନି ଆଉ ଲୁଣ ଖାଇବାର ମାତ୍ରା କମ କରନ୍ତୁ ।
ଫ୍ରେଣ୍ଡ୍ ଭିଡିଓ ଯଦି ଆପଣଙ୍କୁ ଭଲ ଲାଗୁଛି ତାହେଲେ ନିଜ ପରିବାର friend ସହ ଏହି POST ଟିକୁ Share କରିଦିଅନ୍ତୁ plz
* ଦୋକାନ ବଜାରରେ ଖାଇବା ଅଭ୍ୟାସକୁ ହ୍ରାସ କରନ୍ତୁ |
* ପ୍ରତିଦିନ ନିୟମିତ ବ୍ୟାୟାମ କରନ୍ତୁ |
* କେବେକେବେ କାନ୍ଦିବା ମଧ୍ୟ ବହୁତ ଭଲ | ଏହାଦ୍ବାରା ଆଖୁରେ ଥ‌ିବା ଅଳିଆ ସବୁ ବାହାରିଥାଏ ତା ସହିତ ମୋନ ବହୁତ ଶାନ୍ତ ହୋଇଯାଏ ଏମିତିକି ଗୋଟିଏ ମହାନ ସନ୍ଥର ମୋନ ଭଳି ।
* ଭୋଜନ ପରେ ଜୁସ, ଗୁଡ଼ ଖାଇଲେ ଖାଦ୍ୟକୁ ସହଜରେ ହଜମ କରିବାରେ ସାହାଯ୍ୟ କରେ |
* ଖାଦ୍ୟ ଖାଇବା ସମୟରେ କୌଣସି ପ୍ରକାରର ଚିନ୍ଧା, ଶୋକ,କ୍ରୋଧ ରଖନ୍ତୁ ନାହିଁ ।

ଆଜିର ଘରୋଇ ଦେଶୀ ସ୍ବାସ୍ଥ୍ୟ ଟିପ୍ପ
* ଥଣ୍ଡା ରୁ ମୁକ୍ତି ପାଇବା ପାଇଁ ନିୟମିତ ୨ କୋଲା ରସୁଣ ଖାଆନ୍ତୁ । ଏହା ଥଣ୍ଡା ହେବାକୁ ଦେଇ ନ ଥାଏ।
* ଖାଇବା ସମୟ ରେ ବାନ୍ତି ଆସୁଥୁଲେ ଟିକେ ଲେମ୍ବୂ lambu କୁ ଲୁଣ ରେ ଲଗେଇ ଚାଖୁ chakhi ଦିଅନ୍ତୁ ବାନ୍ତି ଆସିବା ବନ୍ଦ ହୋଇଥାଏ। କିନ୍ତୁ ବାନ୍ତି ହେଉଥୁଲେ ସେହି ସମୟ ରେ ଖାଦ୍ୟ ଖାଆନ୍ତୁ ନାହିଁ।
* ଦେହ ହାତ କୁଣ୍ଡେଇ ହେଉthile ନଡ଼ିଆ ତେଲ ସପ୍ତାହ ରେ ୩ ଥର ଶରୀର ରେ ଲଗାନ୍ତୁ । ଏବଂ ଗାଧୋଇବା ପୂର୍ବରୁ ହଳଦୀ ଏବଂ ନିମ୍ବ ପତ୍ର ର ପାଉଡର ମିଶ୍ରଣ କୁ ଜରୁର ଶରୀର ରେ ଘଷି କି ଗାଧୋଇବା ଉଚିତ୍।
* ଦାନ୍ତ ରେ ପାନ ର ଦାଗ କୁ ଲିଭାଇବା କୁ ଲେମ୍ବୂ lambu ରସ ରେ ଲୁଣ ମିଶେଇ ଦାନ୍ତ ରେ ନିୟମିତ ଘଷିବା ଆବଶ୍ୟକ । ଏହା jaldi ପାନ ର ଦାଗ କୁ ଲିଭେଇ ଥାଏ।
* ଖଟ ର ଶେଯ ତଳେ କେବେବି ଟଙ୍କା ପଇସା ରଖନ୍ତୁ ନାହିଁ । ଏହା ଘରେ ଦରିଦ୍ରତା ବଢ଼େଇଥାଏ। ଏହା ଘର ର ସୁଖ କୁ ନଷ୍ଟ କରିଥାଏ ।
* ଫୋନ୍ ରେ ଦିନ ରାତି କଥା ହେଉଥ‌ିବା ଲୋକ ର ମସ୍ତିସ୍କ ର ପାୱାର କମି କମି ଯାଇଥାଏ। ମସ୍ତିସ୍କ ସବୁବେଳେ ଅସ୍ତିର ରହିଥାଏ।
* ବୁଢ଼ୀ ମାଆ ଏବଂ ଆଇ ମାଆ ଙ୍କ ର କଥା ସବୁବେଳେ ଧାନ dhyano ର ଶୁଣିବା କଥା। ସେମାନେ ସ୍ବାସ୍ଥ୍ୟ ବିଷୟରେ ଏବଂ ଜୀବନ ବିଷୟ ରେ ଯେଉଁ ଜ୍ଞାନ ଦେଇଥାନ୍ତି ହୁଏ ତ ଆଉ କେହି ବି ଏପରି ଜ୍ଞାନ ଦେଇ ପାରିବେ ନାହିଁ।
* ରିଫାଇନ ତେଲ ଅପେକ୍ଷା ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ନଡ଼ିଆ ତେଲ ଏବଂ ବାଦାମ ତେଲ ର ଉପଯୋଗ କରନ୍ତୁ। ରିଫାଇନ ରେ ଅଧିକ ମାତ୍ରା ରେ କେମିକାଲ ରହିଥାଏ ଯାହା ଶରୀର ରେ ଅନେକ ବିମାରୀ ସୃଷ୍ଟି କରିଥାଏ।
* କଥା ହୋଇ ଖାଦ୍ୟ ଖାଇଲେ ଶରୀର ରେ ଖାଦ୍ୟ ଠିକ୍ ରେ କାମ କରି ନ ଥାଏ ଏବଂ ଖାଦ୍ୟ ଶରୀର ରେ ଲାଗି ନ ଥାଏ। ସେଥ‌ିପାଇଁ କିଛି ଲୋକ ମାନେ କୁହନ୍ତି କି ଯେତେ ଖାଇଲେ ମଧ୍ୟ ଶରୀର ରେ ଖାଦ୍ୟ ଲାଗୁ ନାହିଁ।
* ଘର ବାଡ଼ି ରେ ଗଛ ନିଶ୍ଚୟ ପ୍ରତିବର୍ଷ ଲଗାନ୍ତୁ ଏହା ଦ୍ବାରା ଶରୀର କୁ ଅମ୍ଳଜାନ ର ଅଭାବ ହୋଇ ନ ଥାଏ। ଅନେକ ରୋଗ ମଧ୍ୟ
କେତୋଟି ଗଛ ଭଲ କରିଥାଏ ଏବଂ ଔଷଧ୍ୟୟ ousada ଗଛ ବାଡ଼ି ରେ ଲଗାନ୍ତୁ।
* ଖାଇବା ସାଙ୍ଗେ ସାଙ୍ଗେ ଯଦି ଓଡି ଆସିଥାଏ ତେବେ ଏହା ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ ହେବାର ଏକ ସଙ୍କେତ ହୋଇଥାଏ। ଓଡ଼ି ଆସିବା ପରେ ଆଉ ଖାଦ୍ୟ ଖାଆନ୍ତୁ ନାହିଁ।
* ଅଧ‌ିକ ସମୟ ଖଟ ରେ ଶୋଇ ରୁହନ୍ତୁ ନାହିଁ ଏହା ଶରୀର ରେ ଯନ୍ତ୍ରଣା ସୃଷ୍ଟି କରିଥାଏ। ଦିନ ରେ ଭୁଲ ରେ ମଧ୍ୟ ଅଧିକ ସମୟ ଶୋଇବା ଉଚିତ୍ ନୁହେଁ।
* ଘରେ ବଳି ପଡ଼ିଥିବା ଭାତ ଡାଲମା ତରକାରୀ କୁ ନ ଫୋପାଡି ଖାଇବାକୁ ନ ପାଉଥିବା ଲୋକ କୁ ଦେଇ ଦିଅନ୍ତୁ । ଏହା ଏକ ଉତ୍ତମ କାର୍ଯ୍ୟ ଅଟେ।
* ସବୁବେଳେ ଅନ୍ୟ ର କଥା ଚିନ୍ତା କରନ୍ତୁ ନାହିଁ। ନିଜ କାମ ରେ ବ୍ୟସ୍ତ ରୁହନ୍ତୁ । ନିଜ ପରିବାର କଥା ଭାବନ୍ତୁ । ଅନ୍ୟ କଥା ଚର୍ଚ୍ଚା କଲେ ନିଜର ହିଁ କ୍ଷତି ହୋଇଥାଏ।
* ଆପଣ ସମସ୍ତ nku ଭଲ ରେ ବ୍ୟବହାର କରନ୍ତୁ, ଆପଣ ଙ୍କୁ ମଧ୍ୟ ସମସ୍ତେ ଭଲ ବ୍ୟବହାର ମିଳିବ ।
* ପାଣି ଭିତରେ କିମ୍ବା ନଦୀ, ନାଳ ଭିତରେ କେବେବି ପରିସ୍ରା କୁ ଝାଡ଼ା କରିବା ଉଚିତ୍ ନୁହେଁ । ଏହା ପାଣି କୁ ଅପରିଷ୍କାର କରିଥାଏ ଏବଂ ସେହି ପାଣି କୁ ବ୍ୟବହାର କଲେ ମଣିଷ ଶରୀର ରେ ବୀମାରୀ ହୋଇଯାଇଥାଏ ।
* ଗାଈ କ୍ଷୀର ପିଇଲେ ଶରୀର ରେ ଶକ୍ତି ଅଧିକ ହୋଇଥାଏ। କିନ୍ତୁ ଛେଳି କ୍ଷୀର ପିଇଲେ କେଶ ଭଲ ବଢ଼ିଥାଏ।
* ଘର ର କାମ କରିବା ସମୟ ରେ ନିଜ ପସନ୍ଦ ର ସଙ୍ଗୀତ ଲଗାନ୍ତୁ। କାମ କରିବା କୁ ଇଚ୍ଛା ଲାଗିଥାଏ ଥକା ଅନୁଭବ ହୋଇ ନ ଥାଏ।
* ରୋଷେଇ ଘରେ ଏକ୍ଜିଟ ପଙ୍ଖା ଜରୁର ରଖନ୍ତୁ । ଏହା ଘର ର ପ୍ରଦୂଷିତ ଧୁଆଁ ପବନ କୁ ବାହାର କରିଥାଏ।
* ଖାଇବା ରେ ଦେଶୀ ଗାଇ ର ଘିଅ ବ୍ୟବହାର କରନ୍ତୁ ଏହା ଅନେକ ବୀମାରି କୁ ଠିକ୍ କରିବା ସହିତ ଅନେକ ଓଜନ ବଢ଼ିବାକୁ
ଦେଇ ନ ଥାଏ ।
* ଲହୁଣୀ କୁ ନେଇ ଗୋଡ଼ ହାତ ରେ ରାତିରେ ୨୦ ମିନିଟ୍ ଘସନ୍ତୁ। ଶୀତ ଦିନ ରେ ତ୍ବଚା କୁ ଏହା ଚିକ୍କଣ ରଖୁଥାଏ। ଗୋଡ଼ ହାତ ଫାଟି ନ ଥାଏ।
* ଯେଉଁ ମାନେ ଗାଈ କ୍ଷୀର ପିଇବା କୁ ପସନ୍ଦ କରି ନ ଥାଆନ୍ତି ସେମାନେ ସୋୟାପି ଖାଆନ୍ତୁ। ସୋୟାବିନ୍ ରେ ପ୍ରଚୁର ମାତ୍ରା ଟେ କ୍ୟାଲସିୟମ ରହିଥାଏ। ଏବଂ ଗର୍ଭବତୀ ମହିଳା ମାନେ ନିଶ୍ଚୟ ସୋୟାବିନ୍ ଖାଆନ୍ତୁ ଏହା ଶିଶୁର ହାଡ କୁ ମଜବୁତ୍ ରଖୁଥାଏ।
* ଦିନ ରେ ୨ ରୁ ୩ ଥର ମୁଁହ କୁ ଭଲରେ ୱାସ କରନ୍ତୁ । ଚେହେରା ରେ ପଡ଼ିଥ‌ିବା ଧୂଳି ମଇଳା କୁ ଏହା ବାହାର କରିଥାଏ ଏହା ଦ୍ବାରା skin ରେ ଝୁରିଆ ଆସି ନ ଥାଏ ।
* ଆପଣ ଙ୍କ ର ଯଦି ମୁଁହ ରେ ବ୍ରଣ ର ଦାଗ ରହି ଯାଇଛି ତେବେ ହଳଦୀ ରେ ଅଳ୍ପ ଦହି ଏବଂ ନିମ୍ବ ପତ୍ର ର ପାଉଡର ମିଶେଇ କି ୨ ମାସ ଲଗାତାର ଲଗାନ୍ତୁ । ଏହା ଦାଗ କୁ ଦୂର କରିବା ସହିତ ଚେହେରା ରେ glow ଆଣିଥାଏ ।
* ଡ୍ରେସ ପୋଷାକ କୁ ଗୋଟିଏ ଦିନ ରୁ ଅଧୁକ ସମୟ ପିନ୍ଧି ରୁହନ୍ତୁ ନାହିଁ। ସଫା ନ କରି ପାରିଲେ ମଧ୍ୟ ଭଲ ଭାବରେ ଧୋଇ ଦିଅନ୍ତୁ
* ଯଦି ଆପଣ କେଶ କୁ jhakdi ବଢେଇବା ପାଇଁ ଚାହୁଁଛନ୍ତି ତେବେ ନିୟମିତ ଭାବରେ ଶାଗ ଖାଆନ୍ତୁ । ଏହା କେଶ କୁ ଘନ ଏବଂ ଲମ୍ବା କରିବା ରେ ସାହାଯ୍ୟ କରିଥାଏ।
* ଆଇବ୍ରୋ କୁ ଘନ ଏବଂ ଲମ୍ବା କରିବାକୁ ହେଲେ ରାତିରେ ଶୋଇବା ପୁର୍ବରୁ ଆଇବ୍ରୋ ରେ ନଡ଼ିଆ ତେଲ ମାଲିଶ୍ କରୀକି ଶୋଇବା କଥା ।
* ମନ ଅଧୂକ aadhika ବିରକ୍ତି ଲାଗୁଥୁଲେ ସେହି ସମୟ ରେ ମଧୁର ସଙ୍ଗୀତ ଶୁଣନ୍ତୁ। ମନ ରୁ ବିରକ୍ତି ଭାବ ଦୂରେଇ ଯିବ ।
* ନିୟମିତ ସାଇକେଲ ଚଲାଇବା ଦ୍ବାରା ଶରୀର କୁ ବ୍ୟାୟାମ ର ଦରକାର ହୋଇ ନ ଥାଏ। ଏହା ଏକ ପ୍ରକାର ବ୍ୟାୟାମ ଅଟେ। ଏହା ଶରୀର କୁ ଫିଟ୍ ରଖୁଥାଏ।
* ରାତିରେ ଟାଇଟ୍‌ ପୋଷାକ ପିନ୍ଧି ଶୋଇବା ଦ୍ବାରା ଏହା ଛାତି ରେ ଯନ୍ତ୍ରଣା ସୃଷ୍ଟି କରିଥାଏ ଏବଂ ଶରୀର କୁଣ୍ଡେଇ ହେବା ପରି ସମସ୍ୟା ହୋଇଥାଏ। କ୍ୟାନ୍ସର ପରି ସମସ୍ୟା ହୋଇପାରେ।
* ପଖାଳ ଭାତ କୁ ପେଷ୍ଟ କରି କି କେଶ ରେ ଲଗେଇ ୩୦ ମିନିଟ୍ ପରେ କେଶ କୁ ସଫା କଲେ କେଶ ରେ ଚମକ୍ ଆସିବା ସହିତ କେଶ ଝଡ଼ିବା ସମସ୍ୟା ହୋଇ ନ ଥାଏ।
* ନାକ କାନ ଫୋଡେଇ କିଛି ନ ଲଗେଇ ରହିବା ଉଚିତ୍ ନୁହେଁ । ଏହା ଦ୍ବାରା କାନ ନାକ ରେ ବୋର ପଡ଼ିଯାଏ।
* ବାରମ୍ବାର ସୁନା ଏବଂ କିଣା କାନର ବଦଳେଇ କାନ ରେ ଲଗେଇଲେ କାନ ପାଚିଥାଏ। କିନ୍ତୁ ସୁନା ଅଳଙ୍କାର ଲଗେଇଲେ ସବୁବେଳେ କାନ ପାଚି ନ ଥାଏ।
* ଦୁଇ ପ୍ରହର ଖାଇବା ସମୟ ରେ ଗୋଟିଏ ଗିନା ଦହି ନିଶ୍ଚୟ ଖାଆନ୍ତୁ।
ଏହା ଖାଦ୍ୟ କୁ ହଜମ କରେଇ ଥାଏ ଏବଂ ଚେହେରା ରେ glow ଆଣିଥାଏ ।
* ଶୀତ ଦିନ ତ ଆସିଲାଣି କିନ୍ତୁ ଦିନ ରେ ଆପଣ କମ୍ବଳ ଘୋଡେଇ ହୋଇ ଶୋଇବା ଉଚିତ୍ ନୁହେଁ ।
ଏହା ପେଟ ଗରମ କରେଇଥାଏ ।
* ସାବୁନ୍ କିମ୍ବା ଯେ କୌଣସି ମୁଁହ ପାଇଁ ବାହାର ର ଫେସ୍ ପ୍ରଡକ୍ଟ ଲଗାଉଛନ୍ତି ନିଜ ର skin ଟାଇପ୍ ଦେଖୁକି ପ୍ରଡକ୍ଟ ବ୍ୟବହାର କରନ୍ତୁ। ଏବଂ natural ଘରୋଇ କେମିକାଲ ନଥୁବା(nathiba) ଜିନିଷ ମୁଁହ ରେ ଲଗାନ୍ତୁ । କେମିକାଲ ର ପ୍ରଭାବ ରେ ମୁଁହ ଅଧ୍ବକ ନଷ୍ଟ ବିକୃତ ହୋଇ ପାରେ।
* ଋତୁସ୍ରାବ ସମୟ ରେ ଥଣ୍ଡା ପାଣି ରେ ଲେମ୍ବୁ lambu ରସ ମିଶେଇ ପିଅନ୍ତୁ ଏହା ଶରୀର ର ର ସବୁ ପୀଡ଼ା କୁ ଦୂର କରିଥାଏ * ଯଦି ପେଟ ରେ ମଳ ଅଟକି ରହିଯାଏ ତେବେ ସୁଣ୍ଠୀ ଖାଆନ୍ତୁ। ଏହା ଦ୍ବାରା ପେଟ ସଫା ହୋଇ ଯାଇ ଥାଏ।
* କେଶ ରେ କଡ଼ା ତେଲ ଜରୁର ଲଗାନ୍ତୁ,ଏହା କେଶ ରେ ଉକୁଣୀ ହେବାକୁ ଦେଇ ନ ଥାଏ।
* ଅଧୂକ ସମୟ ପାଟି କୁ ବନ୍ଦ୍ କରି rakhile ପାଟି ରୁ ଦୁର୍ଗନ୍ଧ ବାହାରି ଥାଏ। ଅଳେଇଚ ଚୋବେଇ ଖାଆନ୍ତୁ, ଏହା ପାଟି କୁ ଦୁର୍ଗନ୍ଧ ହେବାକୁ ଦେଇ ନ ଥାଏ।
* ସ୍ତନ କୁ ବଡ଼ କରିବାକୁ ଯାଇ କେବେବି କେମିକାଲ ଅଏଲ କିମ୍ବା Cream ସ୍ତନ ରେ ଲଗାନ୍ତୁ ନାହିଁ । ଏହା ଦ୍ବାରା ସୁନ ଯନ୍ତ୍ରଣା ହେବା ସହିତ breast Cancer ମଧ୍ଯ ହୋଇପାରେ ।
* ସକାଳ ସମୟ ରେ ଅଧ‌ିକ ସୋଇ ରୁହନ୍ତୁ ନାହିଁ ଏହା ମସ୍ତିସ୍କ କୁ କମଜୋର କରିଥାଏ ।
* ଶରୀର ରେ ଏଲର୍ଜି ରହିଥୁଲେ ଅଣ୍ଡା ଏବଂ ଶୁଖୁଆ ଖାଇବା କମ୍ କରିବା ଆବଶ୍ୟକ। ଅଣ୍ଡା ଏବଂ ଶୁଖୁଆ ଅଧିକ ଖାଇବା ଦ୍ବାରା ଆଲର୍ଜି ବଢିଥାଏ ।
* ସକାଳ ର ସମୟ ରେ ଖାଲି ପେଟ ରେ ଚାହା କଫି ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ବାରା ଏସିଡିଟି ହୋଇଥାଏ। ଚେହେରା ରେ ଝରିଆ ଆସିଥାଏ।
* ଦିନ ରେ ୨ ରୁ ୩ ଥର ମୁଁହ କୁ ଭଲରେ ୱାସ କରନ୍ତୁ। ଚେହେରା ରେ ପଡ଼ିଥ‌ିବା ଧୂଳି ମଇଳା କୁ ଏହା ବାହାର କରିଥାଏ ଏହା ଦ୍ବାରା skin ରେ ଝୁରିଆ ଆସି ନ ଥାଏ ।

Luna dwara chehera ete chamakiba ki aapana aaschrya hoijibe ||
ମୁଣ୍ଡ ରୁ ପାଦ ପର୍ଯ୍ୟନ୍ତ ସବୁ ସମସ୍ୟା ର ସମାଧାନ ପାଇଯିବେ ଏଇ video ରେ || Odia Beauty Tips

ଏହି ଉପାୟ କରନ୍ତୁ ୧୦ ଦିନ ରେ ଗୋରା ହେବେ |
10 Days Re Apanank Chehera Gora hoijiba

ଓଠ କଳା ପଡିବା ଓ ଫାଟିବା ର କାରଣ ଓ ନିରାକରଣ |
Pink & Soft lips ପାଆନ୍ତୁ ।

ଶସ୍ତା ପତଳା କେଶ କୁ ମାତ୍ର ୪ ଦିନରେ ଘନ,ମୋଟା ଆଉ ଲମ୍ବା ବନେଇବାର ଚମତ୍କାରୀ ଉପାୟ

ସମ୍ପୂର୍ଣ୍ଣ ରୂପେ ଗୋରା ହେବାର ଘରୋୟୀ ଉପାୟ ||
Sampurna roope gora hebara gharoyi upaya

ବେସନ ହଳଦି Face Pack‌ | ଜଲଦି ଗୋରା ହେବାର ଉପାୟ|Skin Whitening Home Remedy | Odia Beauty & Lifestyle

Instant whitening face pack

କରନ୍ତୁ କେଶକୁ ସିଧା ଘରୋଇ ଉପାୟରେ, ODIA, ODIA HEALTH TIPS,HAIR CARE TO GET STRAIGHT HAIR,

ସପ୍ତାହରେ ମାତ୍ର ୩ ଦିନ ଏହି ତେଲ କୁ ଲଗେଇ ନେଲେ ଚୁଟି ଏତେ ଲମ୍ବା, ମୋଟା ହେବ କି ଆପଣ ସମ୍ଭାଳି ପରିବେନି..IN ODIA

Parlour କୁ ଯାଇ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ .. ଘରେ ହିଁ କରିବା Pedicure ଆସନ୍ତୁ..

ଗୋରା ହେବାର ଦୁନିଆର ସବୁଠୁ ସହଜ ଉପାୟ ମାତ୍ର ଏହି ଗୋଟେ ଜିନିଷ କୁ ବ୍ୟବହାର କରି ଆପଣ ଭି ଗୋରା ହେଇଯାଆନ୍ତୁ

ନିଜ ଆଖି ତଳର କଳା ଦାଗ କୁ ଠିକ କରନ୍ତୁ ମାତ୍ର ଏହି ଗୋଟେ ଜିନିଷ ବ୍ୟବହାର କରି.... Dark circle treatment ॥

ମୁହଁରେ ସୌନ୍ଦର୍ଯ୍ୟ ବଢ଼େଇବା ପାଇଁ ଏହି ଘରଇ ଉପଚାର କରନ୍ତୁ । Odia Beauty Tips | gora kipari heba

ଅଫିସ/କଲେଜ ଝିଅ ମାନଙ୍କ ଫେସପେକକ୍ଷୀର ପରି ଗୋରା ହେବାକୁ ଚାହାନ୍ତି ତ ମାତ୍ର ଏହି ଗୋଟେ ଜିନିଷ ଲଗେଇ ନିଅନ୍ତୁ...

କେବଳ Shampoo ରେ ଏହି ଜିନିଷ ମିଶେଇ ଲଗେଇ ନିୟନ୍ତୁ ଚୁଟି ଏତେ ମୋଟ ଆଉ ଲମ୍ବା ହେବ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ॥

Foot Whitening Bleach || How to get fair foot at home

Instant whitening face pack

Ehi upaya dwara apananka chehera ete gora hoi jiba apana nijehni biswas kariparibeni ?

ଗାଧୋଇବା ଆଗରୁ ମାତ୍ର ଗୋଟେ ଥର ଏହାକୁ ପୁରା ଶରୀର ରେ ଲଗେଇ ଦେଖନ୍ତୁ ଏତେ ଗୋରା କରିଦେବ କି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

28 EFFECTIVE BEAUTY HACKS FOR EVERYDAY PROBLEMS

କେଶ କୁ ଲମ୍ବା ଆଉ ମୋଟା କରିବାର ଦୁନିଆ ର ସବୁଠୁ ସହଜ ଏହି ଉପାୟ ଆଜି ହିଁ ବନେଇ ବ୍ୟବହାର କରନ୍ତୁ

କଳା ଓଠକୁ କରନ୍ତୁ ଗୋଲାପୀ|ODIA HEALTH TIPS|ODIA HOME REMEDIES|GET PINK LIPS INSTANTLY|VARKHA MOHAPATRA

ଅତି ସହଜରେ ତ୍ଵଚା ର ଗୋରାପଣ ଆଉ କୋମଳତା ପାଆନ୍ତୁ||Get fairer and smooth skin very naturally!

Causes of Yellow Teeth || ଦାନ୍ତ ହଳଦିଆ ପଡ଼ୁଛି କି? || odia health tips || danta || tooth

ମାତ୍ର ୧ ସପ୍ତାହ ରେ ପୁରୁଣା ରୁ ପୁରୁଣା ଦାଗ ନିଜ ମୁହଁରୁ ଦୂର କରନ୍ତୁ ଆଉ କାଚ ପରି Clear Skin ପାଆନ୍ତୁ

ପାର୍ଲର ପରି GLOW ଚାହାନ୍ତି ତ ଆଜି ହିଁ କରନ୍ତୁ ଘରେ ଏହି GOLD FACIAL କୁ..DIY GOLD FACIAL AT HOME IN ODIA..

ଗୋଟେ ରାତି ରେ ଠିକ କରନ୍ତୁ Pimple । How To cure pimples in odia । How to remove dark spots in odia

ମାତ୍ର ଗୋଟେ ସପ୍ତାହ ବ୍ୟବହାର କରି ନିଜ ଚୁଟି କୁ ଦ୍ବିଗୁଣ ଜଲଦି ମୋଟା ଆଉ ଲମ୍ବା କରିନିୟନ୍ତୁ॥IN ODIA

Shampoo Get Long Shiny Strong Hairs

Skin Whitening Colgate Toothpaste At Home Remedies | Lifestyle Tips

- Get Baby Soft Pink Lips in just 5 Minute

ଚା ପତିରେ ଏହି ଜିନିଷ ମିଶାନ୍ତୁ ଏବଂ ଧୋଇ ନିଅନ୍ତୁ କେଶ ? ଏତେ ଲମ୍ବା ହୋଇଯିବଯେ ସମ୍ଭାଳି ପାରିବେନି !

skin whitening

beauty tips in odia || odia beauty tips || get glowing skin in 3 days

ଅତି ଶୀଘ୍ର ନିଜ ଚୁଟି କୁ ମୋଟା ଆଉ ଲମ୍ବା କରିବାର ସବୁଠୁ ସହଜ ଉପାୟ ...Fastest Hair Growth Natural Home Remedy

୧୦୦% Working କଳା ଶୁଖିଲା ଓଠ କୁ ପୁରା ନରମ ଗୋଲାପି ବନେଇବାର ସବୁଠୁ ସହଜ ଘରୋଇ ଉପଚାର....IN ODIA

ଗୋରା ହେବା ପାଇଁ କଦଳୀ ରେ କରନ୍ତୁ ଏମିତି Facial || ବ୍ରଣ, କଳା



ଆଜିର ଘରୋଇ ଦେଶୀ ସ୍ବାସ୍ଥ୍ୟ ଟିପ୍ପ


12. ଆଜିର ଏ ଦୁନିଆଁରେ ରାଣ ନିୟମ ସବୁ ମିଛ ହୋଇଥାଏ କାରଣ ସେ ହିଁ ସବୁଠୁ ଅଧିକ ରାଣ ଖାଇଥାଏ ଯିଏ ସବୁଠୁ ଅଧିକ ମିଛ କହିଥାଏ....।

11. ଯଦି ଆପଣଙ୍କୁ ଅତ୍ୟଧିକ ଥଣ୍ଡା ହୋଇଯାଇଛି ତାହେଲେ ହଳଦୀକୁ ଭାଜିକି ସେଥିରେ ମିଶେଇ ଚାଟନ୍ତୁ ଏହି ଉପଚାର କରିବା ଦ୍ୱାରା କାଶ ଭଲ ହୋଇଯାଇଥାଏ I

1. ଯଦି ଆପଣଙ୍କ ପେଟ ସମସ୍ୟା ଥାଏ ଯେମିତିକି ଖାଦ୍ୟ ଠିକରେ ହଜମ ନହେବା କିମ୍ବା ଅନ୍ୟ କୌଣସି କାରଣରୁ ପେଟ ଖରାପ ଥାଏ ତାହାଲେ ପାଣିରେ ହଳଦୀ ମିଶାଇ ପିଇଲେ ପେଟ ସଫା ହୋଇଯାଇଥାଏ

2 ଯଦି ଆପଣ ଜଣେ ହୃଦ ରୋଗୀ ତାହେଲେ ଗାଜର ହାଲୁଆ ନିଶ୍ଚିତ ଖାଆନ୍ତୁ, ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ

3. ସକାଳୁ ଖାଲି ପେଟରେ ଦୁଇ ଗ୍ଲାସ ପାଣି ପିଅନ୍ତୁ ଏହାଦ୍ୱାରା ପେଟ ସଫା ହେବା ସହ ଦିମାଗ ମଧ୍ୟ ସତେଜ ରହିଥାଏ।

4. ଯଦି ଆପଣଙ୍କ ଶରୀରରେ ଯେକୌଣସି ଜାଗାରେ ଯନ୍ତ୍ରଣା ହୋଇଥାଏ ତାହାଲେ ଜୁଆଣି ତେଲର ବ୍ୟବହାର କରନ୍ତୁ । ଜୁଆଣି ତେଲ ଆପଣଙ୍କ ଯନ୍ତ୍ରଣା କୁ ଅତିଶିଧ୍ର କମାଇବାରେ ସାହାଯ୍ୟ କରିଥାଏ।

5. ହଳଦୀ ସହିତ କ୍ଷୀର ପିଉଥୁବା ବ୍ୟକ୍ତିଙ୍କ ଉପରେ ସାପ ତଥା ବିଛା ଏମାନଙ୍କ ବିଷ କମ୍ ପ୍ରଭାବ ପଡ଼ିଥାଏ।

6. ଜିରାକୁ ଭାଜିକି ଖାଇଲେ ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ ।

7. ଆଙ୍ଗୁଠିରେ ସୋରିଷ ତେଲ ମାଲିଶ୍ କଲେ ଆଖୁର ଆଲୋକ ଅଧୂକ ହୋଇଥାଏ ।

8. ଜଳ୍ପୀ ଜଲଦି ବୁଢାପା ନଜର ଆସୁଥାନ୍ତି ତ ଡାଳିମ୍ବ ଜୁସ୍ ପିଅନ୍ତୁ ।

9. ପ୍ରତିଦିନ ସାଇକେଲ ଚଲେଇଲେ ଗୋଡ଼ ମଜବୁତ୍ ହୋଇଥାଏ ଏବଂ ନିଃଶ୍ବାସ ନେବା ସମୟରେ ଛାତି ଧଇଁ ସଇଁ ହେବା ବିମାରି ଖତମ୍ ହୋଇଥାଏ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !
To Top