Full day diet plan

odiabhaipk
0

 Hi ଜୟ ଜଗନ୍ନାଥ Friends, ଆପଣଙ୍କୁ ଅନ୍ୟ ଏକ health tips କୁ ସ୍ଵାଗତ। ଏହି ଭିଡିଓ ଟି ରେ ମୁଁ ଆପଣଙ୍କ ସହ share କରିବି fully day dait plan ପୁରା ଦିନ ସାରା ର କଣ କଣ ଆପଣ ଖାଇବେ କଣ ଖାଇବେ ନାହିଁ ତାହା ମୁଁ ଆପଣଙ୍କୁ details କହିବି ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ।




ଏହା ପୁରା ଆୟୁର୍ବେଦିକ ଅଟେ। ଏହା ଉଭୟ ପୁଅ, ଝିଅ ଦୁଇ ଜଣଙ୍କ ପାଇଁ ଅଟେ।

ଗୋଟେ ଦିନ ରେ ଆପଣ କଣ କଣ ଖାଇବେ?
କେଉ ସମୟ ରେ କଣ ଖାଇବେ?
କଣ କଣ ସବୁ ଖାଇବେ ନାହିଁ?
ଖାଦ୍ୟ ଖାଇବା ଦୂରା ଗ୍ୟାସ ହେଲେ କଣ କରିବେ?
Non veg ଖାଇବା ଠିକ୍ ନା ଭୁଲ?

୧. ଗୋଟେ ଦିନରେ କେଉଁ ସମୟ ରେ କଣ ଖାଇବା ଦରକାର?

ଉ. ସକାଳୁ ଉଠିବା ପରେ ଏକ ଗ୍ଲାସ୍ ନରମଲ୍ ବା ଗରମ ପାଣି ପିଅନ୍ତୁ। ( ସକାଳୁ ଉଠୁ ଉଠୁ ପାଣି ପିଇବା ଦୁରା ପେଟ ର ସବୁ ମୋଳ ବାହାରି ଯାଇଥାଏ ଅନ୍ତ ନଳୀ ସଫା ହୋଇଯାଇଥାଏ । ଏଭଳି ସାରା ଜୀବନ କଲେ ଗ୍ୟାସ ଏସିଡିଟି , ପେଟ ଦରଜ ଭଳି ସମସ୍ୟା ଠୁ ଆପଣ ଦୁରେଇ ରହିବେ।)

7am breakfast
ଏହାର କିଛି time ପରେ ଆପଣ High ପ୍ରୋଟିନ ଥିବା dry foods ଖାଆନ୍ତୁ। ଯେମିତିକି - କିସମିସ , ପିସ୍ତାବାଦମ୍, ଗୋଜା ମୁଗ, ଗୋଜା ସୁଲିଚଣା, oats ଇତ୍ୟାଦି ଖାଆନ୍ତୁ। ( ଏହି ସବୁ ଖାଦ୍ୟ ଆପଣଙ୍କୁ ଦିନ ସାରା energy ଦେଇଥାଏ । ଆପଣ କେତେ କାମ କଲେ ଭି ଥକି ନଥାନ୍ତି।)

10am ସକାଳୁ 70% ପେଟ ପୁରିବା ଭଳି ଖାଆନ୍ତୁ
Lunch ରେ ଆପଣ ଯଦି non veg ଖାଉଛନ୍ତି ତାହାଲେ ଅଣ୍ଡା, ମାଛ, ମାଂସ ରେ ତିଆରି ହୋଇଥିବା କୌଣସି ଖାଦ୍ୟ କୁ ଖାଇ ପାରିବେ। ( କିନ୍ତୁ ଗୋଟେ କଥା ମନେ ରଖନ୍ତୁ ଖାଦ୍ୟ ରେ ତେଲ ଏବଂ ମସଲା ର ମାତ୍ରା କମ ରହିବା ଉଚିତ୍। )

ଯଦି ଆପଣ non veg ଖାଉ ନାହାନ୍ତି। ତାହାଲେ ଭାତ, ରୁଟି ସବୁ ପକାରର ଡାଲି, ସବୁଜ ପନପରିବା ର ତରକାରୀ - ଆଳୁ, ବାଇଗଣ, ଟମାଟ, ଫୁଲୋକବି, ଲାଊ, ଅମୃତଭଣ୍ଡା , କଟିକି, କାଙ୍କଡ଼, ପାଳଙ୍ଗ , ଶାଗ ଇତ୍ୟାଦି ଖାଆନ୍ତୁ। ପନିର, ଛତୁ, ଦହି, ସାଲେଟ ସବୁ ଖାଆନ୍ତୁ।

ଆୟୁର୍ବେଦିକ ଅନୁସାରେ ଖାଦ୍ୟ ହିଁ ଔଷଧ ଭଳି କାମ କରି ଥାଏ ଯଦି ଆମେ ଠିକ୍ ସମୟ ରେ ଠିକ୍ ଖାଦ୍ୟ ଖାଇଥାନ୍ତି।

2pm
କୌଣସି ପ୍ରକାରର ଫଳ ଜୁସ୍ ପିଅନ୍ତୁ ବା ଖାଆନ୍ତୁ। ଯେମିତି ଗୋଟେ ଅପଲ, ଡାଳିମ୍ବ, 2ଟି କଦଳୀ, ସାପେଟା, କମଳା, ଅଙ୍ଗୁର ଇତିଆଦି ଖାଆନ୍ତୁ।

5pm
ଗ୍ରୀନ ଟି ପିଅନ୍ତୁ।

8pm
Dinner ରେ ଭି lunch ରେ ଯାହା ସବୁ ଖାଉଛନ୍ତି ସେ ସବୁ କୁ ଖାଇ ପାରିବେ। ( ରାତ୍ର lite ଖାଦ୍ୟ ଖାଇବାକୁ try କରନ୍ତୁ । non veg ନ ଖାଇଲେ ଭଲ।) ରାତ୍ର କେବେବି ଦହି, କାକୁଡି, ଫଳ , ମୂଳା , ଥଣ୍ଡା foods ଖାଆନ୍ତୁ ନାହିଁ।

ଶୋଇବା ର 30mit ଆଗରୁ ଗୋଟେ ଗ୍ଲାସ ହଳଦୀ ମିଶା କ୍ଷୀର ପିଅନ୍ତୃ।
ଯଦି ଆପଣଙ୍କୁ ରାତ୍ର ନିଦ ହୋଇନଥାଏ ତାହାଲେ ପାନମଧୁରୀ ସହ କ୍ଷୀର ପିଅନ୍ତୁ।

ସିଜନାଲ ଫଳ ଖାଆନ୍ତୁ। ମାନେ ଯେଉଁ ଋତୁ ରେ ସେ ଫଳ ଖାଆନ୍ତୁ। ଯେମିତି ଖରା ଦିନ ରେ ଆମ୍ବ, ତରଭୁଜ। ଲୋକାଲ ଫଳ ଖାଆନ୍ତୁ। ମାନେ ହେଲା ତୁମ Local ରେ ଯାହା ଯାହା ଫଳ ପନିପରିବା ହୋଇଛି ସେ ସବୁ କୁ ଖାଆନ୍ତୁ। Local ବାହାର ର ଫଳ କୁ ଖାଆନ୍ତୁ ନାହିଁ। କାରଣ local ଫଳ ଆମେ ଯୋଉଠି ବଞ୍ଚିଛୁ ସେ ଜାଗା ରେ ହୋଇଯାଏ ଆମ ଦେହ ପାଇଁ ତାହା ଭଲ ହୋଇଥାଏ ଏବଂ ସହଜ ରେ digestion ହୋଇଯାଇଥାଏ।

କଣ କଣ ସବୁ ଖାଇବେ ନାହିଁ?
ମଦ, ତମାଖୁ , ବିଡ଼ି ସିଗାରେଟ୍, ଫାଷ୍ଟ ଫୁଡ୍, junk ଫୁଡ୍ , cold drinks ଏ ସବୁ ଠାରୁ ଯେତେ ଦୂରେଇ ରହିବ ଆପଣଙ୍କ ପାଇଁ ସେତେ ଭଲ ଅଟେ।

ଖାଦ୍ୟ ଖାଇବା ଦୂରା ଗ୍ୟାସ ହେଲେ କଣ କରିବେ?
ଆପଣ ଯେତେ ବେଳେ ମନ ଇଛା ଖାଦ୍ୟ ଖାଇ ଦେଇଥାନ୍ତି ସେତେ ବେଳେ ଆପଣ ପେଟ ରେ ଗ୍ୟାସ ଏସିଡିଟି , ପେଟ ଦରଜ ଭଳି ସମସ୍ୟା ହୋଇଥାଏ। ତେଣୁ ତେଲ ମସଲା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ରାତ୍ର କେବେ ଫଳ ଖାଆନ୍ତୁ ନାହିଁ।

Non veg ଖାଇବା ଠିକ୍ ନା ଭୁଲ?
ଆମେ ଯାହା ସବୁ ଖାଦ୍ୟ ଖାଇଥାନ୍ତି ସେ ସବୁ ପନିପରିବା ଅପେକ୍ଷା non veg ଖାଦ୍ୟ ରେ high ପ୍ରୋଟିନ, ଭିଟାମିନ, ମିନିରାଲ ରହିଥାଏ। ଅଧିକ non veg ଖାଇଲେ କ୍ୟାନ୍ସର ହେବାର ସମସ୍ୟା ଆସିଥାଏ। ଏଣୁ ଏହାକୁ limit ରେ ଖାଇଲେ ଭଲ।

ଏହି ସବୁ ଉପାୟ କୁ କରନ୍ତୁ। ଭିଡିଓ ଟି କେମିତି ଲାଗିଲା କମେଣ୍ଟ କରି କୁହନ୍ତୁ। ଭିଡିଓ ଟି ଭଲ ଲାଗୁଥିଲେ like share କରନ୍ତୁ
ଏମିତିକା ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ subscribe କରି bell 🔔 ଆଇକନ୍ କୁ click କରନ୍ତୁ । ମୁଁ ମିଶିବି ଆପଣଙ୍କ ସହ ଅନ୍ୟ ଏକ ଭିଡିଓ ରେ ରହୁଛି ଜୟ ଜଗନ୍ନାଥ 🙏🏻।


Post a Comment

0 Comments
* Please Don't Spam Here. All the Comments are Reviewed by Admin.
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !
To Top