ଲୋକ ମାନେ ବହୁତ୍ ଭୁଲ ଭାବରେ ସମ୍ପୁ କରିଥାନ୍ତି ଯାହା ଦୂରା ସେମାନଙ୍କ ମୁଣ୍ଡ ବାଳ ଝାଡ଼ିବା ଅଧିକ ହୋଇଯାଇଥାଏ।
ମୁଁ ଯୌଭଳି ସାମ୍ପୁ sampu କରେ ସେଭଳି ଯଦି ଆପଣ କରିବେ ଆପଣ ବାଳ ଝାଡ଼ିବା ବନ୍ଦ ହୋଇଯିବ , ବାଳ ଲମ୍ବା ହୋଇଯିବ କେଶ strong ହୋଇଯିବ ଆଉ ସାଇନ୍ ମାରିବ।
Sampu ରୁ ବାଳ ଲମ୍ବା କେମିତି ଆସ ଜାଣିବା
Hi friend ଦୁନିଆର ସବଠାରୁ ଶକ୍ତି ଶାଳୀ ପରିବା ଟିର ନାମ ହୋଇଛି ମୁନିକା।
* ମୁନିକା ରେ ସନ୍ତରା ଠାରୁ ୭ଗୁଣ ଅଧିକ ଭିଟାମିନ ରହିଥାଏ
* ମୁନିକା ରେ ଗାଜର ଠାରୁ ୪ଗୁଣ ଅଧିକ ଭିଟାମିନ A ରହିଥାଏ
* ମୁନିକା ରେ କ୍ଷୀର ଠାରୁ ୪ଗୁଣ ଅଧିକ କ୍ୟାଲସିୟମ ରହିଥାଏ
* ମୁନିକା ରେ କଦଳୀ ଠାରୁ ୩ଗୁଣ ଅଧିକ ପୋଟାସିୟମ ରହିଅଛି
* ମୁନିକା ରେ ମୋଟନ ଠାରୁ ୨ଗୁଣ ଅଧିକ ପ୍ରୋଟିନ ରହିଅଛି
ଏହିସବୁ ଭିଟାମିନ ଥିବାରୁ ଏହାକୁ ପ୍ରତିଦିନ ଖାଇବା ଦୁରା ମୁଣ୍ଡ ରୁ ବାଳ ଝାଡ଼ିବା, ଡାଇବେଟିସ, ଆସ୍ତମା, ମୋଟପାକୁ କଣ୍ଟ୍ରୋଲ କରି ଶରିରକୁ fit ରଖେ।
ତୋ ସବୁ ଦିନ ପନିପରିବା ରେ ମୁନିକା ଭଜା କି ତରକାରୀ କରି ନିଚୟ ଖାଆନ୍ତୁ.