କ୍ଷୀର Baby

odiabhaipk
0

 Hello friends ଆଜି କାଲି ସବୁ ସ୍ରୀ ଲୋକମାନେ Job ବା କାମ କରିବା ପାଇଁ ଘରୁ ବାହାରକୁ ଚାଲିଯାଇଥାଆନ୍ତି। ଏମିତି ରେ ଆନେକ୍ ସ୍ତ୍ରୀ ଲୋକ ଙ୍କ baby ନା ଛୁଆ ଜନ୍ମ ହେବା ପରେ ଭି Job କୁ ଯାଇଥାନ୍ତି। ମା ର କ୍ଷୀର Baby ପାଇଁ ବହୁତ ଜରୁରି ଅଟେ। ଛୁଆ ଜନ୍ମ ହେବାର ୬ ମାସ ପଯ୍ୟନ୍ତ ମା କ୍ଷୀର ଛଡ଼ା Baby କୁ ଅନ୍ୟ କୌଣସି ଖାଦ୍ୟ ଦେବା ଭଲ ନାହିଁ। ଯେତେ ବେଳେ ସ୍ତ୍ରୀ ଲୋକ ଟି job କରିବାକୁ ଚାଲି ଯାଇଥାନ୍ତି Baby କୁ କ୍ଷୀର ଦେବା ପାଇଁ ସେମାନଙ୍କ ଠାରେ ସମୟ ନଥାଏ।


ଏମିତି ରେ ଆପଣ କରିବେ କଣ ଆସନ୍ତୁ ଜାଣିବା।

ଭିଡିଓ ଟି ଭଲ ଲାଗିଲେ ଦୟା କରିକି ଗୋଟେ like କରିଦେବେ।

ଗୋଟେ produact ଅଛି। ଆପଣ ଏହାକୁ amazon flipkart ଭଳି website ରୁ କିଣି ପାରିବେ। ଆପଣ seach କରନ୍ତୁ breast pump ଏବଂ ଗୋଟେ ଭଲ ବ୍ରିଷ୍ଟ ପମ୍ପ କୁ କିଣି ଦିଅନ୍ତୁ।
Best buy link ମୁ ତଳେ ଦେଇଦେବି ଆପଣ ଯାଇକି ଦେଖିପାରିବେ ଏବଂ କିଣି ପାରିବେ।

ଏହାର କାମ କଣ?
ଏହାର କାମ ହେଲା ଆପଣ ଯେତବେଳେ ଚାହିବେ ସେତେବେଳେ ନିଜ breast ଠାରୁ milk ବା କ୍ଷୀର କୁ ବାହାର କରି ଷ୍ଟୋର କରି ରଖି ପାରିବେ। ଏବଂ ପରେ ନିଜ baby କୁ ପିଆଇ ପାରିବେ।

ଏହାର ବ୍ୟବହାର ଆପଣ କରିବେ କେମିତି?
ଆପଣ job କରୁଛନ୍ତି ଆପଣଙ୍କୁ ଟିକେ ସମୟ ମିଳିଲେ ଏହାକୁ ନିଜ brest ରେ ଲଗାଇ ଦିଅନ୍ତୁ। ଲଗାଇବାର ୨୦ ରୁ ୩୦ ମିନିଟ୍ ପରେ ଏହାକୁ ବାହାର କରି milk ବା କ୍ଷୀର କୁ ବାହାର କରି ଏକ buttol ରେ ରଖି ଦିଅନ୍ତୁ।ପରେ ନିଜ baby ପିଆଇ ଦିଅନ୍ତୁ।

ଏମିତି ରେ ଆପଣ job ଭି କରିପାରିବେ. ଏବଂ ନିଜ baby କୁ ଠିକ୍ ସମୟ ରେ milk ବା କ୍ଷୀର କୁ ଦେଇପାରିବେ।

ଆପଙ୍କୁ ଆମ କାମ ଭଲ ଲାଗୁଥିଲେ ଭିଡିଓ ଟିକେ ସେମାନଙ୍କ ସହ share କରନ୍ତୁ ଯୋଉ ସ୍ତ୍ରୀ ଏବେ ମା ହୋଇଛନ୍ତି ବା ହେବା ପାଇ ଯାଉଛନ୍ତି।

ଏଭଳିକା ଅନ୍ୟ health tips ଭିଡିଓ ଦେଖିବା ପାଇଁ ଆମ channel କୁ sub କରିଦିଅନ୍ତୁ। ମୁଁ ମିଶିବି ଆପଣଙ୍କ ସହ ଅନ୍ୟ ଭିଡିଓ ରେ ରହିଛି bye

Post a Comment

0 Comments
* Please Don't Spam Here. All the Comments are Reviewed by Admin.
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !
To Top