Hello friend ଏହି ଭିଡିଓ ରେ ମୁଁ ଆପଣଙ୍କୁ କହିବି HIV ADS କଣ ଏହା କେମିତି ହୋଇଥାଏ । ଏବଂ ଏହାର ଚିକିତ୍ସା କଣ ରହିଅଛି।
ଭଲସେ ଜାଣିବା ପାଇଁ ଭିଡିଓ ଟିକୁ ସମ୍ପୁନ ଦେଖନ୍ତୁ।
ଏଡ୍ସ ରୋଗ ଏଡ୍ସ ରୋଗ ଭାରତ ବାହାରୁ ଆସିଥିବା ଏକ ଭୟାନକ ମାରାତ୍ମକ ରୋଗ । ଏହାର ଆକ୍ରାନ୍ତରେ ଆସିଲେ ବ୍ୟକ୍ତି ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଟାଣି ହୋଇଯାଏ । ଏହି ରୋଗକୁ ଇଂରାଜୀରେ ଏକ୍ଵାର୍ଡ଼ ଇମ୍ୟୁନିଡ଼ିଫିସିଏନ୍ବୀ ସିଣ୍ଡ୍ରୋମ ( ଏଡ଼ସ୍ ) କୁହନ୍ତି । ଏହି ରୋଗ ଶରୀରର ଏକ ସ୍ଥିତିର ନାମ ଅଟେ । ଏଡ଼ସ ହେବା ସ୍ଥିତିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସମାପ୍ତ ହୋଇଯାଇଥାଏ । ଯେଉଁଥ ପାଇଁ ଶରୀରରେ ହେଉଥିବା ଯେକୌଣସି ରୋଗ ଠିକ୍ ହୋଇପାରେ ନାହିଁ ।
କାରଣ- ଏହି ରୋଗର ମୁଖ୍ୟ କାରଣ ହେଲା , ପରସ୍ତ୍ରୀ କିମ୍ବା ପରପୁରୁଷ ସହିତ ଯୌନ ସଂବନ୍ଧ ରଖିବା , ଅପ୍ରାକୃତିକ ଯୌନ ସମ୍ବନ୍ଧ ମଧ୍ୟ ଅନ୍ୟ ଏକ କାରଣ ଅଟେ । ଏଡ୍ସ ପୀଡ଼ିତ ବେଶ୍ୟା , କଲଗାର୍ଲସ୍ ବା ଏହିପରି ବ୍ୟକ୍ତି ସହିତ ଯୌନ ସମ୍ବନ୍ଧ ରଖିବା ଦ୍ଵାରା , ଏଡ୍ସ ରୋଗୀର ରକ୍ତ ଅନ୍ୟ ଲୋକର ଶରୀରରେ ପ୍ରବେଶ କରିଗଲେ ଏହି ରୋଗ ହୋଇଥାଏ । ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ସୁରକ୍ଷିତ ଯୌନ ସମ୍ବନ୍ଧ ରଖିବା ଅତ୍ୟନ୍ତ ଆବଶ୍ୟକ । ଏହି ରୋଗର କିଛି ଉପଚାର ନିମ୍ନରେ ଦିଆଗଲା ।
FRIEND ଭିଡିଓ ଟି ଭଲ ଲାଗୁଥିଲେ LIKE କରିଦିଅନ୍ତୁ PLZ
ଉପଚାର -
୧ . ହୀରା ଭଷ୍ମର ଅନୁପାତ ମିଶ୍ରଣ ଏକଗ୍ରାମ , ସ୍ଵର୍ଶ ବସନ୍ତ ମାଳତୀ ପାଞ୍ଚଗ୍ରାମ , ଶୀଲାଜିତ ବଟି ଅମ୍ବରଯୁକ୍ତ ୧୦ ଗ୍ରାମ୍ , ମୃଗାଙ୍ଗ ରସ ୨ ଗ୍ରାମ ଏବଂ ଲକ୍ଷ୍ମୀବିଳାସ ରହ ସ୍ଵର୍ଷଯୁକ୍ତ ୫ ଗ୍ରାମ୍ ଏହି ସମସ୍ତକୁ ମିଶାଇ ୪୦ଟି ପୁଡ଼ିଆ କରନ୍ତୁ ପ୍ରତିଦିନ ୧ - ୧ ପୁଡ଼ିଆ ସକାଳେ ଓ ସନ୍ଧ୍ୟାରେ ମହୁରେ ମିଶାଇ ଖାଆନ୍ତୁ । ଖାଦ୍ୟ ଖାଇଲାପରେ ଅଧକପ୍ ପାଣିରେ ‘ ଅଶ୍ଵଗନ୍ଧାରିଷ୍ଟ ଓ ଦ୍ରାକ୍ଷାସବ ୪ - ୪ ଚାମଚ ମିଶାଇ ଦିନରେ ଦୁଇଥର ପିଅନ୍ତୁ । ଶୋକ ଓ ସନ୍ତାପ ତ୍ୟାଗକରି ଶୁଦ୍ଧ ସ୍ଥାନରେ ରହିଲେ ଏହି ଟେକାପାତର ରୋଗରେ ଲାଭ ମିଳିଥାଏ ।
୨ . ହୀରା ଭଷ୍ମ ୨ ଗ୍ରାମ , ସ୍ଵର୍ବଭଷ୍ମ ୨୦ ଗ୍ରାମ୍ , ପୂର୍ଣ୍ଣ ଚନ୍ଦ୍ରୋଦୟ ବିଶେଷ ୨୦ ଗ୍ରାମ , ଅଭ୍ରକଭଷ୍ଟ ସହସ୍ରବୁଟୀ ୨୦ ଗ୍ରାମ୍ , ମୋତିପିଷ୍ଟୀ ନଂ - ୧ , ୨୦ ଗ୍ରାମ୍ ସମସ୍ତକୁ ମିଶାଇ ୧୮୮ ଗ୍ରାମ ମାତ୍ରାରେ କ୍ଷୀର ସର କିମ୍ବା ଲହୁଣୀ ସହିତ ଖାଇଲେ ୧୦ ଦିନରେ ଶରୀର ସୁସ୍ଥ ହୋଇଯାଇଥାଏ । ଯଦି ଏଡ଼ସ ଅନ୍ତିମ ସ୍ତରରେ ପହଞ୍ଚିନଥାଏ ତେବେ ଏହି ଔଷଧ ଖାଇବା ଦ୍ବାର ବିଶେଷ ଲାଭ ମିଳିଥାଏ ।
୩ . ଏହି ଭୟାନକ ଏଡ୍ସ ରୋଗରୁ ଦୂରେଇ ରହିବାକୁ ହେଲେ ସଂଯମ ରକ୍ଷା କରିବା ହେଲା ସର୍ବୋତ୍ତମ ଉପାୟ ।
ଏହି ଭିଡିଓ ଟି ଏତିକି ରହୁଛି ନମସ୍କାର।