Do you have a sore throat and cough? || କଣ ଆପଣଙ୍କ ଗଳା ଖସ୍ ଖସ୍ ହୋଇ କାଶ ହୋଇଛି କି? by odiabhaipk

odiabhaipk
0

କଣ ଆପଣଙ୍କ ଗଳା ଖସ୍ ଖସ୍ ହୋଇ କାଶ ହୋଇଛି କି?


କରନ୍ତୁ ଏହି ୫ଟି ଘରୋଇ ଉପଚାର ୧ . ଲବଙ୍ଗରେ ଲୁଣ ମିଶାଇ ଚୋବାଇ ଖାଇଲେ ଲାଭ ମିଳିଥାଏ । ୨. ଡାଳିମ୍ବ ଚୋପା ଓ ଲବଙ୍ଗକୁ ବାଟି ମହୁ ମିଶାଇ ଚାଟିଲେ ଲାଭ ମିଳେ । ୩. ଗାଈ ଘିଅରେ ପିଆଜକୁ ଭାଜି ଖାଇଲେ ଠିକ୍ ହୋଇଥାଏ । ୪ . ରସୁଣ ରସକୁ ପାଣିରେ ମିଶାଇ କୁଳି କରିବ । ୫ . ଫାଳେ ଲେମ୍ବୁ ଉପରେ ମହୁ ପକାଇ ଚାଟିବ । ଏହି ୫ଟି ଉପାୟ କୁ କଲେ ଆପଣଙ୍କ ଗୋଲା ଖାସ୍ ଖାସ୍ ଠିକ୍ ହେଇଯିବ।


କଣ ଆପଣଙ୍କୁ ଯକ୍ଷ୍ମା ରୋଗ ହୋଇଛି କି?




କରନ୍ତୁ ଏହି ୬ଟି ତୁଟୁକା ଚିକିତ୍ସା ବା ଉପଚାର ୧ . ପ୍ରତିଦିନ ପଇଡ଼ର ଭିତର ଶସ ୨୫ – ୩୦ ଗ୍ରାମ ମାତ୍ରାରେ ଖାଇଲେ ଜୀବାଣୁ ନଷ୍ଟ ହୋଇଯାଆନ୍ତି ଓ ଫୁସ୍ ଫୁସ୍‌କୁ ବଳ ମିଳିଥାଏ । ୨ . ଅଞ୍ଜିର ୪ - ୫ ଖଣ୍ଡକୁ ପାଣିରେ ପକାଇ ସିଝାଇ ସକାଳେ ଓ ସନ୍ଧ୍ୟାରେ ଅଞ୍ଜିରକୁ ଖାଇ ପାଣିତକ ପିୟନ୍ତୁ। ୩ . ଛେଳି କ୍ଷୀରରେ ଘିଅ ଓ ମିଶ୍ରିଗୁଣ୍ଡ ମିଶାଇ ପିୟନ୍ତୁ। ୪ . ଗୋଖୁରା ଓ ଅଶ୍ଵଗନ୍ଧାକୁ ଚୂର୍ଣକରି ଏକ ଗ୍ରାମ ମାତ୍ରାରେ ଖାୟାନ୍ତୁ ୫ . ବାସଙ୍ଗ ପତ୍ର ରସରେ ମହୁ ମିଶାଇ ଖୟାନ୍ତୁ । ୬ . ରସୁଣ ପ୍ରତିଦିନ ଅଧିକ ମାତ୍ରାରେ ଖାୟନ୍ତୁ । ଯକ୍ଷ୍ମା ଏକ ସଂକ୍ରାମକ ରୋଗ। ଯକ୍ଷ୍ମା କେବଳ ଫୁସ୍‌ଫୁସ୍‌କୁ ପ୍ରଭାବିତ କରେ ତାହା ନୁହେଁ, ଏହା ମସ୍ତିଷ୍କ, ହାଡ଼, ଗଣ୍ଠି, ଚର୍ମ ଭଳି ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ। ଯକ୍ଷ୍ମାର ଚିକିତ୍ସା ନ କଲେ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ିପାରେ। ତେବେ ଯକ୍ଷ୍ମା ବା ଟିବି ରୋଗର କାରଣ କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ଆସନ୍ତୁ ଜାଣିବା। ଯକ୍ଷ୍ମା ବା ଟିବି ରୋଗ କ’ଣ? ଯକ୍ଷ୍ମାର ଲକ୍ଷଣ କ’ଣ? ଯକ୍ଷ୍ମା ରୋଗର କାରଣ ଯକ୍ଷ୍ମା ରୋଗକୁ ଚିହ୍ନିବେ କେମିତି? ଯକ୍ଷ୍ମା ରୋଗର ଜଟିଳତା ଯକ୍ଷ୍ମା ରୋଗର ଚିକିତ୍ସା ଯକ୍ଷ୍ମାର ଚିକିତ୍ସା ନ କଲେ ହୋଇପାରେ ଅସୁବିଧା ଡାକ୍ତରଙ୍କ ପରାମର୍ଶ

LIPOMA TREATMENT IN ODIA

କଣ ଆପଣଙ୍କ ଆଘାତ ବାଜି ଆବୁ ହୋଇଗଲା କି?

ତେବେ ଶୀଘ୍ର କରନ୍ତୁ ଏହି ୪ଟି ଉପାୟ ୧ . ଅପମାରଙ୍ଗ ମୂଳକୁ ପାଣିରେ ଘୋରି ଆବୁ ଉପରେ ଲଗାଇଲେ ଆବୁ ଠିକ୍ ହୋଇଯାଏ । ୨ . ଅମୃତଭଣ୍ଡା ପତ୍ରକୁ ବାଟି ଆବୁ ଉପରେ ୧୦ - ୧୫ ଦିନ ଲେପ ଦିଅନ୍ତୁ। ୩ . ଧୂଆଁ ପତ୍ର ଉପରେ ମହୁ ଲଗାଇ ଆବୁ ଉପରେ ବାନ୍ଧି ଦିଅନ୍ତୁ । ୪ . କପା ଗଛର ମୂଳକୁ ଘୋରି ଆବୁରେ ଲଗାନ୍ତୁ । ଦେହରେ ଆବୁ ସମସ୍ୟା | LIPOMA PERMANENT CURE IN AYURBEDA |
watch my youtube video click here


ଭାତୁଡି ର ଘରୋଇ ଉପଚାର

| Home remedies of warts | how to cure warts natural treatment | skin tag odia | odia health tips




କଣ ଆପଣଙ୍କ ଭାତୁଡି ହୋଇଅଛି କି? ତାହେଲେ କରନ୍ତୁ ଏହି ୫ଟି ଉପୟକୁ ଭାତୁଡ଼ି ନଷ୍ଟ ହେଇଯିବ ଆଉ କେବେ ଭି ଭାତୁଡି ହେବ ନାହିଁ। ୧. ଆଲୁରୁ ରସ ବାହାର କରି ଭତୁଡି ହେଇଥିବା ଜାଗା ରେ ଲଗାନ୍ତୁ। ୨ . ପାନ ଡେମ୍ଫକୁ ଚୂନପାଣିରେ ୪ - ୫ ଘଣ୍ଟା ଭିଜାଇଲା ପରେ ଆଣି ଭାତୁଡ଼ିରେ ଘଷିଲେ ଭତୁଡ଼ି ଠିକ୍ ହେଇଯାଏ। ୩ . ପିଆଜ ରସ ଲଗାଇବ ଭାତୁଡ଼ି ମରିଯାଏ। ୪ . ଘି’କୁମାରୀ ରସ ଲଗାଇବ ଆଉ ହାଇନଥାଏ। ୫ . ଚିତାକୁଟି କ୍ଷୀର ଲଗାଇଲେ ଭତୁଡି ନଷ୍ଟ ହେଇଯାଇଥାଏ।

Watching my video click here 

Post a Comment

0 Comments
* Please Don't Spam Here. All the Comments are Reviewed by Admin.
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !
To Top