1. ଥଣ୍ଡା ରୁ ମୁକ୍ତି ପାଇବା ପାଇଁ ନିୟମିତ ୨ କୋଲା ରସୁଣ ଖାଆନ୍ତୁ । ଏହା ଥଣ୍ଡା ହେବାକୁ ଦେଇ ନ ଥାଏ।
2. ଖାଇବା ସମୟ ରେ ବାନ୍ତି ଆସୁଥୁଲେ ଟିକେ ଲେମ୍ବୂ lambu କୁ ଲୁଣ ରେ ଲଗେଇ ଚାଖୁ chakhi ଦିଅନ୍ତୁ ବାନ୍ତି ଆସିବା ବନ୍ଦ ହୋଇଥାଏ। କିନ୍ତୁ ବାନ୍ତି ହେଉଥୁଲେ ସେହି ସମୟ ରେ ଖାଦ୍ୟ ଖାଆନ୍ତୁ ନାହିଁ।
3. ଦେହ ହାତ କୁଣ୍ଡେଇ ହେଉthile ନଡ଼ିଆ ତେଲ ସପ୍ତାହ ରେ ୩ ଥର ଶରୀର ରେ ଲଗାନ୍ତୁ । ଏବଂ ଗାଧୋଇବା ପୂର୍ବରୁ ହଳଦୀ ଏବଂ ନିମ୍ବ ପତ୍ର ର ପାଉଡର ମିଶ୍ରଣ କୁ ଜରୁର ଶରୀର ରେ ଘଷି କି ଗାଧୋଇବା ଉଚିତ୍।
4. ଦାନ୍ତ ରେ ପାନ ର ଦାଗ କୁ ଲିଭାଇବା କୁ ଲେମ୍ବୂ lambu ରସ ରେ ଲୁଣ ମିଶେଇ ଦାନ୍ତ ରେ ନିୟମିତ ଘଷିବା ଆବଶ୍ୟକ । ଏହା jaldi ପାନ ର ଦାଗ କୁ ଲିଭେଇ ଥାଏ।
5. ଖଟ ର ଶେଯ ତଳେ କେବେବି ଟଙ୍କା ପଇସା ରଖନ୍ତୁ ନାହିଁ । ଏହା ଘରେ ଦରିଦ୍ରତା ବଢ଼େଇଥାଏ। ଏହା ଘର ର ସୁଖ କୁ ନଷ୍ଟ କରିଥାଏ ।
6. ଫୋନ୍ ରେ ଦିନ ରାତି କଥା ହେଉଥିବା ଲୋକ ର ମସ୍ତିସ୍କ ର ପାୱାର କମି କମି ଯାଇଥାଏ। ମସ୍ତିସ୍କ ସବୁବେଳେ ଅସ୍ତିର ରହିଥାଏ।
7. ବୁଢ଼ୀ ମାଆ ଏବଂ ଆଇ ମାଆ ଙ୍କ ର କଥା ସବୁବେଳେ ଧାନ dhyano ର ଶୁଣିବା କଥା। ସେମାନେ ସ୍ବାସ୍ଥ୍ୟ ବିଷୟରେ ଏବଂ ଜୀବନ ବିଷୟ ରେ ଯେଉଁ ଜ୍ଞାନ ଦେଇଥାନ୍ତି ହୁଏ ତ ଆଉ କେହି ବି ଏପରି ଜ୍ଞାନ ଦେଇ ପାରିବେ ନାହିଁ।
8. ରିଫାଇନ ତେଲ ଅପେକ୍ଷା ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ନଡ଼ିଆ ତେଲ ଏବଂ ବାଦାମ ତେଲ ର ଉପଯୋଗ କରନ୍ତୁ। ରିଫାଇନ ରେ ଅଧିକ ମାତ୍ରା ରେ କେମିକାଲ ରହିଥାଏ ଯାହା ଶରୀର ରେ ଅନେକ ବିମାରୀ ସୃଷ୍ଟି କରିଥାଏ।
9. କଥା ହୋଇ ଖାଦ୍ୟ ଖାଇଲେ ଶରୀର ରେ ଖାଦ୍ୟ ଠିକ୍ ରେ କାମ କରି ନ ଥାଏ ଏବଂ ଖାଦ୍ୟ ଶରୀର ରେ ଲାଗି ନ ଥାଏ। ସେଥିପାଇଁ କିଛି ଲୋକ ମାନେ କୁହନ୍ତି କି ଯେତେ ଖାଇଲେ ମଧ୍ୟ ଶରୀର ରେ ଖାଦ୍ୟ ଲାଗୁ ନାହିଁ।
10. ଘର ବାଡ଼ି ରେ ଗଛ ନିଶ୍ଚୟ ପ୍ରତିବର୍ଷ ଲଗାନ୍ତୁ ଏହା ଦ୍ବାରା ଶରୀର କୁ ଅମ୍ଳଜାନ ର ଅଭାବ ହୋଇ ନ ଥାଏ। ଅନେକ ରୋଗ ମଧ୍ୟ କେତୋଟି ଗଛ ଭଲ କରିଥାଏ ଏବଂ ଔଷଧ୍ୟୟ ousada ଗଛ ବାଡ଼ି ରେ ଲଗାନ୍ତୁ।
11. ଖାଇବା ସାଙ୍ଗେ ସାଙ୍ଗେ ଯଦି ଓଡି ଆସିଥାଏ ତେବେ ଏହା ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ ହେବାର ଏକ ସଙ୍କେତ ହୋଇଥାଏ। ଓଡ଼ି ଆସିବା ପରେ ଆଉ ଖାଦ୍ୟ ଖାଆନ୍ତୁ ନାହିଁ।
12. ଅଧିକ ସମୟ ଖଟ ରେ ଶୋଇ ରୁହନ୍ତୁ ନାହିଁ ଏହା ଶରୀର ରେ ଯନ୍ତ୍ରଣା ସୃଷ୍ଟି କରିଥାଏ। ଦିନ ରେ ଭୁଲ ରେ ମଧ୍ୟ ଅଧିକ ସମୟ ଶୋଇବା ଉଚିତ୍ ନୁହେଁ।
13. ଘରେ ବଳି ପଡ଼ିଥିବା ଭାତ ଡାଲମା ତରକାରୀ କୁ ନ ଫୋପାଡି ଖାଇବାକୁ ନ ପାଉଥିବା ଲୋକ କୁ ଦେଇ ଦିଅନ୍ତୁ । ଏହା ଏକ ଉତ୍ତମ କାର୍ଯ୍ୟ ଅଟେ।
14.ସବୁବେଳେ ଅନ୍ୟ ର କଥା ଚିନ୍ତା କରନ୍ତୁ ନାହିଁ। ନିଜ କାମ ରେ ବ୍ୟସ୍ତ ରୁହନ୍ତୁ । ନିଜ ପରିବାର କଥା ଭାବନ୍ତୁ । ଅନ୍ୟ କଥା ଚର୍ଚ୍ଚା କଲେ ନିଜର ହିଁ କ୍ଷତି ହୋଇଥାଏ।
15. ଆପଣ ସମସ୍ତ nku ଭଲ ରେ ବ୍ୟବହାର କରନ୍ତୁ, ଆପଣ ଙ୍କୁ ମଧ୍ୟ ସମସ୍ତେ ଭଲ ବ୍ୟବହାର ମିଳିବ ।
16. ପାଣି ଭିତରେ କିମ୍ବା ନଦୀ, ନାଳ ଭିତରେ କେବେବି ପରିସ୍ରା କୁ ଝାଡ଼ା କରିବା ଉଚିତ୍ ନୁହେଁ । ଏହା ପାଣି କୁ ଅପରିଷ୍କାର କରିଥାଏ ଏବଂ ସେହି ପାଣି କୁ ବ୍ୟବହାର କଲେ ମଣିଷ ଶରୀର ରେ ବୀମାରୀ ହୋଇଯାଇଥାଏ ।
17. ଗାଈ କ୍ଷୀର ପିଇଲେ ଶରୀର ରେ ଶକ୍ତି ଅଧିକ ହୋଇଥାଏ। କିନ୍ତୁ ଛେଳି କ୍ଷୀର ପିଇଲେ କେଶ ଭଲ ବଢ଼ିଥାଏ।
18. ଘର ର କାମ କରିବା ସମୟ ରେ ନିଜ ପସନ୍ଦ ର ସଙ୍ଗୀତ ଲଗାନ୍ତୁ। କାମ କରିବା କୁ ଇଚ୍ଛା ଲାଗିଥାଏ ଥକା ଅନୁଭବ ହୋଇ ନ ଥାଏ।
19. ରୋଷେଇ ଘରେ ଏକ୍ଜିଟ ପଙ୍ଖା ଜରୁର ରଖନ୍ତୁ । ଏହା ଘର ର ପ୍ରଦୂଷିତ ଧୁଆଁ ପବନ କୁ ବାହାର କରିଥାଏ।
20. ଖାଇବା ରେ ଦେଶୀ ଗାଇ ର ଘିଅ ବ୍ୟବହାର କରନ୍ତୁ ଏହା ଅନେକ ବୀମାରି କୁ ଠିକ୍ କରିବା ସହିତ ଅନେକ ଓଜନ ବଢ଼ିବାକୁ ଦେଇ ନ ଥାଏ ।
21. ଲହୁଣୀ କୁ ନେଇ ଗୋଡ଼ ହାତ ରେ ରାତିରେ ୨୦ ମିନିଟ୍ ଘସନ୍ତୁ। ଶୀତ ଦିନ ରେ ତ୍ବଚା କୁ ଏହା ଚିକ୍କଣ ରଖୁଥାଏ। ଗୋଡ଼ ହାତ ଫାଟି ନ ଥାଏ।
22. ଯେଉଁ ମାନେ ଗାଈ କ୍ଷୀର ପିଇବା କୁ ପସନ୍ଦ କରି ନ ଥାଆନ୍ତି ସେମାନେ ସୋୟାପି ଖାଆନ୍ତୁ। ସୋୟାବିନ୍ ରେ ପ୍ରଚୁର ମାତ୍ରା ଟେ କ୍ୟାଲସିୟମ ରହିଥାଏ। ଏବଂ ଗର୍ଭବତୀ ମହିଳା ମାନେ ନିଶ୍ଚୟ ସୋୟାବିନ୍ ଖାଆନ୍ତୁ ଏହା ଶିଶୁର ହାଡ କୁ ମଜବୁତ୍ ରଖୁଥାଏ।
23. ଦିନ ରେ ୨ ରୁ ୩ ଥର ମୁଁହ କୁ ଭଲରେ ୱାସ କରନ୍ତୁ । ଚେହେରା ରେ ପଡ଼ିଥିବା ଧୂଳି ମଇଳା କୁ ଏହା ବାହାର କରିଥାଏ ଏହା ଦ୍ବାରା skin ରେ ଝୁରିଆ ଆସି ନ ଥାଏ ।
24. ଆପଣ ଙ୍କ ର ଯଦି ମୁଁହ ରେ ବ୍ରଣ ର ଦାଗ ରହି ଯାଇଛି ତେବେ ହଳଦୀ ରେ ଅଳ୍ପ ଦହି ଏବଂ ନିମ୍ବ ପତ୍ର ର ପାଉଡର ମିଶେଇ କି ୨ ମାସ ଲଗାତାର ଲଗାନ୍ତୁ । ଏହା ଦାଗ କୁ ଦୂର କରିବା ସହିତ ଚେହେରା ରେ glow ଆଣିଥାଏ ।
25. ଡ୍ରେସ ପୋଷାକ କୁ ଗୋଟିଏ ଦିନ ରୁ ଅଧୁକ ସମୟ ପିନ୍ଧି ରୁହନ୍ତୁ ନାହିଁ। ସଫା ନ କରି ପାରିଲେ ମଧ୍ୟ ଭଲ ଭାବରେ ଧୋଇ ଦିଅନ୍ତୁ
26. ଯଦି ଆପଣ କେଶ କୁ jhakdi ବଢେଇବା ପାଇଁ ଚାହୁଁଛନ୍ତି ତେବେ ନିୟମିତ ଭାବରେ ଶାଗ ଖାଆନ୍ତୁ । ଏହା କେଶ କୁ ଘନ ଏବଂ ଲମ୍ବା କରିବା ରେ ସାହାଯ୍ୟ କରିଥାଏ।
27. ଆଇବ୍ରୋ କୁ ଘନ ଏବଂ ଲମ୍ବା କରିବାକୁ ହେଲେ ରାତିରେ ଶୋଇବା ପୁର୍ବରୁ ଆଇବ୍ରୋ ରେ ନଡ଼ିଆ ତେଲ ମାଲିଶ୍ କରୀକି ଶୋଇବା କଥା ।
28. ମନ ଅଧୂକ aadhika ବିରକ୍ତି ଲାଗୁଥୁଲେ ସେହି ସମୟ ରେ ମଧୁର ସଙ୍ଗୀତ ଶୁଣନ୍ତୁ। ମନ ରୁ ବିରକ୍ତି ଭାବ ଦୂରେଇ ଯିବ ।
29. ନିୟମିତ ସାଇକେଲ ଚଲାଇବା ଦ୍ବାରା ଶରୀର କୁ ବ୍ୟାୟାମ ର ଦରକାର ହୋଇ ନ ଥାଏ। ଏହା ଏକ ପ୍ରକାର ବ୍ୟାୟାମ ଅଟେ। ଏହା ଶରୀର କୁ ଫିଟ୍ ରଖୁଥାଏ।
30. ରାତିରେ ଟାଇଟ୍ ପୋଷାକ ପିନ୍ଧି ଶୋଇବା ଦ୍ବାରା ଏହା ଛାତି ରେ ଯନ୍ତ୍ରଣା ସୃଷ୍ଟି କରିଥାଏ ଏବଂ ଶରୀର କୁଣ୍ଡେଇ ହେବା ପରି ସମସ୍ୟା ହୋଇଥାଏ। କ୍ୟାନ୍ସର ପରି ସମସ୍ୟା ହୋଇପାରେ।
31. ପଖାଳ ଭାତ କୁ ପେଷ୍ଟ କରି କି କେଶ ରେ ଲଗେଇ ୩୦ ମିନିଟ୍ ପରେ କେଶ କୁ ସଫା କଲେ କେଶ ରେ ଚମକ୍ ଆସିବା ସହିତ କେଶ ଝଡ଼ିବା ସମସ୍ୟା ହୋଇ ନ ଥାଏ।
32. ନାକ କାନ ଫୋଡେଇ କିଛି ନ ଲଗେଇ ରହିବା ଉଚିତ୍ ନୁହେଁ । ଏହା ଦ୍ବାରା କାନ ନାକ ରେ ବୋର ପଡ଼ିଯାଏ।
33. ବାରମ୍ବାର ସୁନା ଏବଂ କିଣା କାନର ବଦଳେଇ କାନ ରେ ଲଗେଇଲେ କାନ ପାଚିଥାଏ। କିନ୍ତୁ ସୁନା ଅଳଙ୍କାର ଲଗେଇଲେ ସବୁବେଳେ କାନ ପାଚି ନ ଥାଏ।
34. ଦୁଇ ପ୍ରହର ଖାଇବା ସମୟ ରେ ଗୋଟିଏ ଗିନା ଦହି ନିଶ୍ଚୟ ଖାଆନ୍ତୁ। ଏହା ଖାଦ୍ୟ କୁ ହଜମ କରେଇ ଥାଏ ଏବଂ ଚେହେରା ରେ glow ଆଣିଥାଏ ।
35. ଶୀତ ଦିନ ତ ଆସିଲାଣି କିନ୍ତୁ ଦିନ ରେ ଆପଣ କମ୍ବଳ ଘୋଡେଇ ହୋଇ ଶୋଇବା ଉଚିତ୍ ନୁହେଁ । ଏହା ପେଟ ଗରମ କରେଇଥାଏ ।
36. ସାବୁନ୍ କିମ୍ବା ଯେ କୌଣସି ମୁଁହ ପାଇଁ ବାହାର ର ଫେସ୍ ପ୍ରଡକ୍ଟ ଲଗାଉଛନ୍ତି ନିଜ ର skin ଟାଇପ୍ ଦେଖୁକି ପ୍ରଡକ୍ଟ ବ୍ୟବହାର କରନ୍ତୁ। ଏବଂ natural ଘରୋଇ କେମିକାଲ ନଥୁବା(nathiba) ଜିନିଷ ମୁଁହ ରେ ଲଗାନ୍ତୁ । କେମିକାଲ ର ପ୍ରଭାବ ରେ ମୁଁହ ଅଧ୍ବକ ନଷ୍ଟ ବିକୃତ ହୋଇ ପାରେ।
37. ଋତୁସ୍ରାବ ସମୟ ରେ ଥଣ୍ଡା ପାଣି ରେ ଲେମ୍ବୁ lambu ରସ ମିଶେଇ ପିଅନ୍ତୁ ଏହା ଶରୀର ର ର ସବୁ ପୀଡ଼ା କୁ ଦୂର କରିଥାଏ * ଯଦି ପେଟ ରେ ମଳ ଅଟକି ରହିଯାଏ ତେବେ ସୁଣ୍ଠୀ ଖାଆନ୍ତୁ। ଏହା ଦ୍ବାରା ପେଟ ସଫା ହୋଇ ଯାଇ ଥାଏ।
38. କେଶ ରେ କଡ଼ା ତେଲ ଜରୁର ଲଗାନ୍ତୁ,ଏହା କେଶ ରେ ଉକୁଣୀ ହେବାକୁ ଦେଇ ନ ଥାଏ।
39. ଅଧୂକ ସମୟ ପାଟି କୁ ବନ୍ଦ୍ କରି rakhile ପାଟି ରୁ ଦୁର୍ଗନ୍ଧ ବାହାରି ଥାଏ। ଅଳେଇଚ ଚୋବେଇ ଖାଆନ୍ତୁ, ଏହା ପାଟି କୁ ଦୁର୍ଗନ୍ଧ ହେବାକୁ ଦେଇ ନ ଥାଏ।
40. ସ୍ତନ କୁ ବଡ଼ କରିବାକୁ ଯାଇ କେବେବି କେମିକାଲ ଅଏଲ କିମ୍ବା Cream ସ୍ତନ ରେ ଲଗାନ୍ତୁ ନାହିଁ । ଏହା ଦ୍ବାରା ସୁନ ଯନ୍ତ୍ରଣା ହେବା ସହିତ breast Cancer ମଧ୍ଯ ହୋଇପାରେ ।
41. ସକାଳ ସମୟ ରେ ଅଧିକ ସୋଇ ରୁହନ୍ତୁ ନାହିଁ ଏହା ମସ୍ତିସ୍କ କୁ କମଜୋର କରିଥାଏ ।
42. ଶରୀର ରେ ଏଲର୍ଜି ରହିଥୁଲେ ଅଣ୍ଡା ଏବଂ ଶୁଖୁଆ ଖାଇବା କମ୍ କରିବା ଆବଶ୍ୟକ। ଅଣ୍ଡା ଏବଂ ଶୁଖୁଆ ଅଧିକ ଖାଇବା ଦ୍ବାରା ଆଲର୍ଜି ବଢିଥାଏ ।
43. ସକାଳ ର ସମୟ ରେ ଖାଲି ପେଟ ରେ ଚାହା କଫି ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ବାରା ଏସିଡିଟି ହୋଇଥାଏ। ଚେହେରା ରେ ଝରିଆ ଆସିଥାଏ।
44. ଦିନ ରେ ୨ ରୁ ୩ ଥର ମୁଁହ କୁ ଭଲରେ ୱାସ କରନ୍ତୁ। ଚେହେରା ରେ ପଡ଼ିଥିବା ଧୂଳି ମଇଳା କୁ ଏହା ବାହାର କରିଥାଏ ଏହା ଦ୍ବାରା skin ରେ ଝୁରିଆ ଆସି ନ ଥାଏ ।