Hi ଜୟ ଜଗନ୍ନାଥ Friends , ଆପଣଙ୍କୁ ଅନ୍ୟ ଏକ health tips କୁ ସୁଗତ। ଆସନ୍ତୁ ଜାଣିବା natural ଉପାୟ ରେ ଓଠ କୁ ଗୋଲାପି କେମିତି କରାଯାଏ? WATCH MY TO VIDEOS
୧. ୧ ଚାମଚ୍ କ୍ଷୀର ରୁ ହୋଇଥିବା ମୋଲାଇ ନିଅନ୍ତୁ। ଏଥିରେ ହପ୍ ଚାମଚ୍ ମହୁ ଏବଂ ହାପ ଚାମଚ୍ ହୋଳଦି ଗୁଣ୍ଡ ପକାଇ ଭଲ ଭାବରେ ମିସ୍ କରି ଦିୟନ୍ତୁ। ଏହି ପେଷ୍ଟ କୁ ନିଜ ଓଠ ରେ ଲଗେଇ ୧୦mit ପାଇଁ ସେପରି ରଖନ୍ତୁ। ୧୦ mit ପରେ ଥଣ୍ଡା ପାଣି ରେ ସୋଫା କରି ଦିଅନ୍ତୁ। ଏହାକୁ ୧୦ ଦିନ ପଯ୍ୟନ୍ତ କରନ୍ତୁ ଆପଣଙ୍କ ଓଠ ଗୋଲାପି ବା Pink Red ହୋଇଯିବ। (କ୍ଷୀରରେ ତିଆରି ମୋଲାଈ, ହୋଲଦି, ମହୁ ଓଠ ର କଲା ଦାଗ କୁ remove କରିଦେଇଥାଏ।)
ଏବଂ ଓଠ କୁ ଗୋଲାପି ଆଉ ସୁନ୍ଦର କରିଦେଇଥାଏ।
୨. ୧ ଚାମଚ୍ ଲେମ୍ବୁ ରସ ନିଅନ୍ତୁ , ସେଥିରେ ୧ ଚାମଚ୍ ଚିନି ବା suger , ହାପ୍ ଚାମଚ୍ ମହୁ, ପକାଇ ମିଶାଇ ପେଷ୍ଟ କରି ଦିଅନ୍ତୁ। ଏହି ପେଷ୍ଟ କୁ ନିଜ ଓଠ ଚାରିଆଡ଼େ ୨mit ଯାଇ ଘସନ୍ତୁ। ଆପଙ୍କୁ instantly result ମିଳିଯିବ। ଆପଣଙ୍କ ଓଠ ସଙ୍ଗେ ସଙ୍ଗେ ପିଙ୍କ୍ ବା ଗୋଲାପି ହୋଇଯିବ।
ଏହି ୨ଟି ଉପାୟ କୁ କରନ୍ତୁ ଭିଡିଓ ଟି କେମିତି ଲାଗିଲା କମେଣ୍ଟ କରି କୁହନ୍ତୁ। ଭିଡିଓ ଟି ଭଲ ଲାଗୁଥିଲେ like share କରନ୍ତୁ
ଏଭଳିକ ଭିଡିଓ ଗୁଡ଼ିକ ଦେଖିବା ପାଇଁ ଚନ୍ନେଲ କୁ subscribe କରି bell 🔔 ଆଇକନ୍ କୁ ଦବାଇ ଦିଅନ୍ତୁ। ମୁଁ ମିଶିବି ଆପଣଙ୍କ ସହ ଅନ୍ୟ ଭିଡିଓ ରେ ରହୁଛି ନମସ୍କାର।
Faltu
Otho ku prakrutika golapi kipari baneiba
ଓଠୋ କୁ ପ୍ରାକୃତିକ ଗୋଲାପି ବନାନ୍ତୁ
Sundar heba pai pratidina karantu ehi 2ti jinsara sebana ?
୧୦୦% Challenge ମାତ୍ର 5 ମିନିଟ ରେ ରୁଖିଲା ଶୁଖିଲା କଳା ଓଠ କୁ ନରମ/ଗୋଲାପୀ ଓ ସୁନ୍ଦର ବନାନ୍ତୁ..IN ODIA