30 amazing health tips/health tips/health care tips/health quotes/motivation video/healthy lifestyle
ସାରା ଜୀବନ ସୁସ୍ଥ ରହିବାର 40 ଟି ନିୟମ
1 ଯଦି ଆପଣଙ୍କ ଲିଭର କମଜୋର ତାହାଲେ ଆପଣ ସାଗୁ ଦାନା ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଖାଆନ୍ତୁ ଲିଭର ମଜବୁତ ହୋଇଯିବ ।
2 ଆଖୁର ଦୃଷ୍ଟିଶକ୍ତି ବଢ଼େଇବା ପାଇଁ ପ୍ରତିଦିନ ଅଁଳା ରସରେ ମହୁ ମିଶେଇ ସେବନ କରନ୍ତୁ ।
3 ପଣସ ଖାଇଲେ ହାଡ଼ ମଜବୁତ ହୁଏ । କାରଣ ଏଥିରେ ପ୍ରଚୁର୍ ପରିମାଣରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଥାଏ ।
4 ଯଦି ଆପଣଙ୍କ ପେଟରେ ଗ୍ୟାସ ହେଉଛି ତାହାଲେ ଆପଣ ଡାଲଚିନି ଗୁଣ୍ଡକୁ ଉଷୁମ ପାଣି ସହିତ ପିଅନ୍ତୁ ।
5 ଯଦି ଆପଣଙ୍କ ହାତ ଶୁଖୁଲା ପଡି ଯାଉଥାଏ କ୍ଷୀର ସହିତ ଲେମ୍ବୁ ରସ ମିଶେଇ ଲଗାନ୍ତୁ ଏହା ଦ୍ବାରା ଆପଣଙ୍କ ହାତ ସୁନ୍ଦର ହେବାକୁ ଲାଗିବ ।
6 ଡାଳିମ୍ବର ରସକୁ ଟିକିଏ ଉଷୁମ କରି ଛୋଟ ପିଲାଙ୍କୁ ପିଆଇଲେ ବାନ୍ତି ହେବା ବନ୍ଦ ହୋଇଥାଏ ।
7 ଲେମ୍ବୂ ଉପରେ ଅଳ୍ପ ଚିନି ପକେଇ ଖାଇଲେ ମୁଣ୍ଡ ବୁଲାଇବା ବନ୍ଦ ହୁଏ ।
8 ଗୋରା ହେବା ପାଇଁ ଚାହୁଁଥିଲେ ରାତିରେ କଞ୍ଚା କ୍ଷୀରର ମଲାଇ ଚେହେରାରେ ଲଗାନ୍ତୁ ଏବଂ ସକାଳୁ ଚେହେରାକୁ ଧୋଇ ଦିଅନ୍ତୁ ।
୯ ହାତ ଗୋଡ଼ ଯଦି ବଧୂରା ହେଇଯାଉଛି ତାହାଲେ ଏକ ଚାମଚ ମହୁରେ ଅଧା ଚାମଚ ଲେମ୍ବୂ ରସକୁ ଏକ ଗ୍ଲାସ ପାଣିରେ ମିସେଇ ୩୦ ଦିନ ପର୍ଯ୍ୟନ୍ତ ପିଅନ୍ତୁ ।
10 ଜଣେ ବ୍ୟକ୍ତି ଖାଉଥିବା ଖାଦ୍ୟ ୨୪ ଘଣ୍ଟା ମଧ୍ଯରେ ଶରୀରରୁ ମଳ ଏବଂ ମୂତ୍ର ଦ୍ବାରା ବାହାରି ଯିବା ଉଚିତ୍, ନଚେତ୍ ବ୍ୟକ୍ତି ଅସୁସ୍ଥ ହୋଇଯିବେ ।
11 ଆମେ ପିଉଥିବା ପାଣି ୪ ଘଣ୍ଟା ମଧ୍ୟରେ ଶରୀରରୁ ଝାଳ କିମ୍ବା ପରିସ୍ରା ଦ୍ବାରା ବାହାରି ଯିବା ଉଚିତ୍, ନଚେତ୍ ଆମେ ଅସୁସ୍ଥ ହୋଇଯିବା।
12 ପ୍ରତିଦିନ କିସମିସ ଖାଇଲେ ଆପଣଙ୍କ ଓଜନ ବଢିବା ସହିତ ପେଟ ସମସ୍ୟା ଦୂର ହୋଇଥାଏ।
13 ରାତିରେ ଶୋଇବା ସମୟରେ ଅଧା ଚାମଚ ଶୁଣ୍ଠି ଗୁଣ୍ଡକୁ ଗରମ ପାଣି ସହିତ ସେବନ କଲେ ସବୁ ପ୍ରକାର ପେଟ ଯନ୍ତ୍ରଣା ଦୂର ହୋଇଥାଏ ।
14 ଯଦି ଓଠର ରଙ୍ଗ ଗାଢ଼ ଲାଲ ଦେଖାଯାଏ, ତେବେ ଏହା ଲିଭର କମଜୋର ହେବାର ସଙ୍କେତ ଅଟେ ।
15 ବ୍ୟକ୍ତି ନିଶ୍ବାସ ନେଉଥିବା ସମୟରେ ପ୍ରାଣବାୟୁ କିଛି ସେକେଣ୍ଡ ମଧ୍ୟରେ ବାହାରକୁ ଆସିବା ଉଚିତ୍, ନଚେତ୍ ବ୍ୟକ୍ତିଙ୍କ ମୃତ୍ୟୁ ହୋଇପାରେ।
16 ଭୋଜନର ୩୦ ମିନିଟ ପୂର୍ବରୁ ଏବଂ ଭୋଜନର ୬୦ ମିନିଟ୍ ପୂର୍ବରୁ ପାଣି ପିଅନ୍ତୁ ।
17 ସତେଜ ଭାତ ଅପେକ୍ଷା ବାସି ପଖାଳରେ ଅଧିକ ଫାଇବର ରହିଥାଏ ଯାହା ଆପଣଙ୍କ ପାଚନ ତନ୍ତ୍ର ସୁସ୍ଥ ରଖୁବା ସହିତ କୋଷ୍ଠକାଠିନ୍ୟ ଦୂର କରେ ।
18 ଚା ପିଇବା ଦ୍ବାରା ରକ୍ତଚାପ ମଧ୍ୟ ପ୍ରଭାବିତ ହୁଏ ଆପଣ ଯଦି ଉଚ୍ଚ ରକ୍ତଚାପ ରୋଗୀ ତେବେ ଚା ଠାରୁ ଦୂରେଇ ରୁହନ୍ତୁ ।
19 କୋଲେଷ୍ଟ୍ରଲ ଅଧୂକ ଥିବା ଲୋକମାନେ ସକାଳୁ ଖାଲି ପେଟରେ ନିୟମିତ ଭାବରେ ପାଞ୍ଚଟି ତୁଳସୀ ପତ୍ର ଚୋବାଇ ଖାଇଲେ କୋଲେଷ୍ଟ୍ରଲ କମ ହୋଇଥାଏ ।
20 ଅଙ୍ଗୁରକୁ ଲୁଣ ସହିତ ଖାଇଲେ ଫୁସ୍ ଫୁସ୍ କ୍ୟାନସର ହେବାର ସମ୍ଭାବନା କମ ଥାଏ ।
21 ଗଳାରେ ଇନଫେକେସନ ହୋଇଥିଲେ ଉଷୁମ ପାଣିରେ ଟିକିଏ ହଳଦୀ ଓ ଲୁଣ ପକାଇ ଗଳଗଳ କଲେ ଆରାମ ମିଳିଥାଏ ।
22 ବିନା ତକିଆରେ ଶୋଇଲେ ଅଣ୍ଡା ଯନ୍ତ୍ରଣାରୁ ଆରାମ ମିଳିଥାଏ ଏବଂମେରୁ ଦଣ୍ଡର ହାଡ଼ ମଜବୁତ ହୋଇଥାଏ ।
23 ଯଦି କାହାକୁ ବାନ୍ତି ଲାଗୁଥାଏ ତେବେ ଗୋଟିଏ ପାଚିଲା ଟମାଟୋ ରସରେ ୪ ଟି ଗୁଜୁରାତି ଏବଂ ୫ ଟି ଗୋଲମରିଚ ଗୁଣ୍ଡ କରି ଭଲ ଭାବରେ ମିଶାଇ ବାନ୍ତି ହେଉଥିବା ବ୍ୟକ୍ତିଙ୍କୁ ପିଇବାକୁ ଦେଲେ ବାନ୍ତି ତୁରନ୍ତ ବନ୍ଦ ହୋଇଯାଏ ।
24 ଯେଉଁ ମାନଙ୍କର ରକ୍ତର ଅଭାବ ରହିଛି ସେମାନେ ବାଇଗଣ ଖାଇବା ଉଚିତ ନୁହେଁ ।
25 କଞ୍ଚା କ୍ଷୀରରେ ଟିକିଏ ଲୁଣ ଏବଂ ଅଳ୍ପ ଲେମ୍ବୂ ରସ ମିଶେଇ ଚେହେରା ରେ ମାଲିସ୍ କଲେ ଚେହେରାରେ ଚମକ ଆସିଥାଏ ।
26 ଖବର କାଗଜରେ ଲାଗିଥିବା ଜିନିଷକୁ କେବେବି ଖାଇବା କଥା ନୁହେଁ କାରଣ ଖବର କାଗଜରେ ବ୍ୟବହୃତ ହେଉଥିବା କାଳିର ସମ୍ବନ୍ଧ ସିଧା କ୍ୟାନସର ସହିତ ଜଡିତ ହୋଇଥାଏ ।
27 ମନେ ରଖନ୍ତୁ ବାମ କଡ଼କୁ ଶୋଇଲେ ନିଦ ଠିକ୍ ହେବା ସହିତ ଶରୀର ମଧ୍ୟ ସୁସ୍ଥ ରହିଥାଏ ।
28 ଯେଉଁ ପିଲାର ଶରୀର କମଜୋର ହୋଇଥାଏ ତାକୁ ପ୍ରତିଦିନ ଅମୃତ ଭଣ୍ଡା ଖାଇବାକୁ ଦେଲେ ତାହା ଦୂର ହୋଇଥାଏ
29 ସକାଳୁ ଖାଲି ପେଟରେ ଭିଜା ହୋଇଥିବା ଚଣା ଖାଇଲେ ଓଜନ ଶୀଘ୍ର ବଢିଥାଏ ।
30 ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଉଷୁମ ପାଣିରେ ହେଙ୍ଗୁ ପକେଇ କୁଳି କରନ୍ତୁ ଆରାମ ପାଇବେ ।
31 ଶୋଇବାର ଅଧଘଣ୍ଟା ପୂର୍ବରୁ ପାଣି ପିଇଲେ ବାୟୁ ନିୟନ୍ତ୍ରିତ ରହିବା ସହିତ ହାର୍ଟ ଆଟାକ୍ ହେବାର ଆଶଙ୍କା କମ୍ ଥାଏ।
32 ଦ୍ବିପ୍ରହର ଭୋଜନ ପରେ ଶୁଅନ୍ତୁ ନାହିଁ ଏବଂ ରାତ୍ରି ଭୋଜନର ଦୁଇ ଘଣ୍ଟା ପରେ ଶୁଅନ୍ତୁ ।
33 ମଥାରେ କଦଳୀ ଚୋପା ଘଷିଲେ ମୁଣ୍ଡ ଯନ୍ତ୍ରଣା ରୁ ଆରାମ ମିଳିଥାଏ ।
34 ଗାଧୋଇବା ପୁର୍ବରୁ ନାକ, କାନ ନାଭି ଆଙ୍ଗୁଠି ଏବଂ ନଖରେ ସୋରିଷ ତେଲ ଲଗାଇଲେ କେବେ ଆଖି ଖରାପ ହେବନି|
35 ଗରମ ରୁଟି ଓ ଫୁଲିଥୁବା ରୁଟି ଖାଇଲେ ପେଟରେ ଓ ଅଣ୍ଟା ରେ ଚର୍ବି ବଢିନଥାଏ।
36 ସକାଳୁ ଉଠି ଦୁଇ ଗ୍ଲାସ ଉଷୁମ ପାଣି ପିଇଲେ ଶରୀରରେ ଇମ୍ୟୁନିଟି ବଢିଥାଏ ଏବଂ ରକ୍ତ ବଢିବା ସହିତ ଚେହେରାରେ ଚମକ ଆସିଥାଏ ।
37 ଲବଙ୍ଗକୁ ଭାଜିକି ଶୁଙ୍ଘିଲେ ମୁଣ୍ଡ ଯନ୍ତ୍ରଣାରୁ ତୁରନ୍ତ ଆରାମ ମିଳିଥାଏ ।
38 ନିୟମିତ ତରଭୁଜ ସେବନ କରୁଥିବା ଲୋକଙ୍କୁ କିଡନୀ ନଷ୍ଟ ହେବାର ଆଶଙ୍କା କମ ଥାଏ ।
39 ଚା ପିଇବା ଦ୍ବାରା ଶରୀରର ହରମୋନ ଅସନ୍ତୁଳିତ ହୋଇଥାଏ ଯାହା ଦ୍ବାରା ବ୍ରଣ ଓ ପିମ୍ପଲ ଭଳି ସମସ୍ୟା ସୃଷ୍ଟି କରିଥାଏ ।
40 ଖଜୁରୀ କୋଳି ଦେହ ପାଇଁ ବହୁତ ଭଲ, ଏହା ଦେହରେ ଟିସୁ ଗଠନ କରେ, ପ୍ରତିଦିନ ୪ ରୁ ୫ ଟି ଖଜୁରୀ କୋଳି ଖାଇଲେ ରକ୍ତ ହୀନତା ଦୂର ହୁଏ ।
ଯଦି ଭିଡ଼ିଓଟି ଭଲ ଲାଗିଥାଏ like,comment, share & subscribe କରିବାକୁ ଅନୁରୋଧ. ରହୁଛି ଜୟ ଜଗନ୍ନାଥ
health tips/health quotes/motivation video/healthylife
health tips/health quotes/motivation video/moral tips
health tips quotes
health plus
inspiration quotes
inspiration quotes motivation video
odia english motivation
motivation in odia
inspiration quotes motivation video
motivation in odia
bestline
quotes
aachevichar
motivationalquotes
quotes in odia
odiabhaipk
suvichaar
lessonablestories
lessonablequotes
healthylife
health tips/health quotes/motivation video/moral tips
health tips quotes
health plus
inspiration quotes
inspiration quotes motivation video
odia english motivation
motivation in odia
inspiration quotes motivation video
motivation in odia
bestline
quotes
aachevichar
motivationalquotes
quotes in odia
lessonablequotes
40 amazing health tips/health tips/health care tips/health quotes/motivation video/healthy lifestyle
#health
#hearttouchingquotes
#healthylifestyle
#odiabhaipk